ଛାଡ଼ିଦିଅନ୍ତୁ ଏହି ଅଭ୍ୟାସ: ନହେଲେ ହୋଇପାରନ୍ତି ମାନସିକ ସ୍ତରରେ ଅସୁସ୍ଥ
କରୋନା ମହାମାରୀ ଯୋଗୁଁ ଲୋକଙ୍କ ମାନସିକ ସ୍ଥିତିରେ ପ୍ରଭାବ ପଡ଼ିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୂଯାୟୀ, ଗତ କିଛି ବର୍ଷରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଅଧିକ ବଢ଼ିଛି । ମାନସିକ ସ୍ୱାସ୍ଥ୍ୟ କାରଣରୁ ଶରୀରରେ ଅନେକ ରୋଗ…