ମାୟାନାଗରୀର ନିଚ୍ଛକ ସତ୍ୟ; କାଷ୍ଟିଙ୍ଗ କାଉଚକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ କହିଲେ କଣ କଣ କରିବାକୁ କୁହାଯାଏ
ମୁମ୍ବାଇ: ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀମାନେ ପ୍ରାୟତ କାଷ୍ଟିଂ କାଉଚ ବିଷୟରେ କଥାବାର୍ତ୍ତା ହେଉଥିବା ଦେଖାଯାଏ। ନିକଟରେ 'ୟେ ରିଷ୍ଟେ ହେନ୍ ପ୍ୟାର୍ କେ' ଅଭିନେତ୍ରୀ ମଧ୍ୟ ଏ ବିଷୟରେ ଖୋଲାଖୋଲି ଭାବେ କହିଥିଲେ। ଶୋ’ରେ…