Virtual School: ଏଥର ଅନଲାଇନ୍ ରେ ପଢିବେ ବିଦ୍ୟାର୍ଥୀ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ଦେଶର ପ୍ରଥମ ଭର୍ଚୁଆଲ ସ୍କୁଲ ଆରମ୍ଭ କରିଛନ୍ତି। ଏହି ବିଦ୍ୟାଳୟରେ ଆଡମିଶନ ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଛାତ୍ର ଛାତ୍ରୀ ମାନେ ଆବେଦନ କରିପାରିବେ। ଏହି…

ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ରହିବ ୩ ଗ୍ରହଙ୍କ ପ୍ରଭାବ: ଜାଣନ୍ତୁ ଆପଣଙ୍କ ଭାଗ୍ୟ

ସନାତନ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନବ ଗ୍ରହମାନଙ୍କର ବିଶେଷ ମହତ୍ୱ ରହିଥାଏ । ଏହି ଗ୍ରହମାନଙ୍କ ରାଶି ପରିବର୍ତ୍ତନ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଖାସ ପ୍ରଭାବ ପକାଇଥାଏ । ତେବେ ଏହି ଗ୍ରହମାନଙ୍କ ରାଶି…

ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ; ମୋବାଇଲଫୋନ୍ ,ଲାପଟପ୍ , ଟ୍ୟାବ୍ ଭଳି ଉପକରଣର ବ୍ୟବହାର ଦ୍ୱାରା ବଢୁଛି ..

ମୋବାଇଲ୍ ଫୋନ୍ ଠାରୁ ଆରମ୍ଭ କରି ଲାପଟପ୍ ଏବଂ ଟ୍ୟାବ୍ ପର୍ଯ୍ୟନ୍ତ, ବିଭିନ୍ନ ଉପକରଣର ପରଦାରେ ଅଧିକ ସମୟ ବିତାଇବା ମୋଟାପଣ ଏବଂ ମାନସିକ ସମସ୍ୟାକୁ ବୃଦ୍ଧି କରୁଛି ।ଏହି ଉପକରଣଗୁଡ଼ିକରୁ ନିର୍ଗତ ହେଉଥିବା ନୀଳ ଆଲୋକ…

ନୂଆଁଖାଇ ପାଇଁ ସମ୍ବଲପୁର ଉତ୍ସବ ମୁଖର, ଦିନ ୧୦.୫୬ ରୁ ୧୧.୧୦ ମିନିଟ ମଧ୍ୟରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଠାରେ ଲାଗି ହେବ ନବାନ୍ନ

ସମ୍ବଲପୁର, (ଭାସ୍କର ନ୍ୟୁଜ୍‌): ଆଜି ପାଳନ ହେବ ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏଥିପାଇଁ ଚଳଚଞ୍ଚଳ ତଥା ଉତ୍ସବ ମୁଖର ହୋଇ ଉଠିଛି ପଶ୍ଚିମ ଓଡିଶାର ପ୍ରାଣ କେନ୍ଦ୍ର ସମ୍ବଲପୁର ସହର ।…

ଏଥର ଜମିବ ଦୁର୍ଗାପୂଜା, ରାତି ୧୨ଟା ପର୍ଯ୍ୟନ୍ତ ଚାଲିବ ନାଚଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଦୁର୍ଗାପୂଜାକୁ ମାତ୍ର ଆଉ ମାସେ ବାକି । ପାର୍ବଣର ଏହି ପୂଜା ଏଥର ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବେଶ୍‌ ଜମିବ ବୋଲି ଆଶା କରାଯାଉଛି । ରାଜ୍ୟବାସୀ ପୂଜାମଣ୍ଡପ…

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ବାର୍ତ୍ତା

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଏକ ୩୦ ସେକେଣ୍ଡର ଭିଡିଓ ଜାରି କରାଯାଇଛି । ଭିଡିଓରେ ମୁଖ୍ୟମନ୍ତ୍ରୀ ପ୍ରଣାମ…

ନୂଆଁଖାଇରେ ଚାଷୀ ପାଇବେ କାଳିଆ ଟଙ୍କା, ୪୧ ଲକ୍ଷ କୃଷକ ଉପକୃତ ହେବେ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଚାଷୀଙ୍କ ପାଇଁ ଖୁସି ଖବର । ନୂଆଁଖାଇରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା । ସେପ୍ଟେମ୍ବର ୧ ତାରିଖରେ ଚାଷୀମାନଙ୍କୁ ୨୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ । ଏଥିରେ ୪୧…

ରାଜ୍ୟକୁ ପୁଣି ଫେରିବ ବର୍ଷା, ଆସନ୍ତା ୨ ଦିନ ଭିଜାଇବ; ୧୪ ଜିଲ୍ଲାକୁ ଆର୍ଲଟ ଜାରି

ଭୁବନେଶ୍ୱର,(ଭାସ୍କର ନ୍ୟୁଜ): ରାଜ୍ୟରେ ଦୁଇ ଦିନ ଟାଣ ଖରା ଓ ଗୁଳୁଗୁଳି ପରେ ପୁଣି ଫେରିବ ବର୍ଷା। ଆସନ୍ତା ୨ ଦିନ ବିଭିନ୍ନ ଜିଳ୍ଲା ଘଡ଼ଘଡି ସହ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ଆଞ୍ଚଳିକ ପାଣିପାଗ…

ଏବେ ଏହି କମ୍ପାନୀ କର୍ମଚାରୀଙ୍କୁ ଦେଖାଇଲା ରେଡ୍ ସିଗ୍ନାଲ: ୨୦% କର୍ମଚାରୀଙ୍କୁ କରିବ ଛଟେଇ

ନୂଆଦିଲ୍ଳୀ: ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ବଡ଼ ବଡ଼ କମ୍ପାନୀ ନିଜର କର୍ମଚାରୀଙ୍କୁ ଛଟେଇ କରୁଛନ୍ତି । ଅଲୀବାବା, ୱାଲମାର୍ଟ ଭଳି ଅନେକ କମ୍ପାନୀ ମଧ୍ୟ ଏହାର କର୍ମଚାରୀଙ୍କୁ ଛଟେଇ କରିଛନ୍ତି । ଏବେ ଆଉ ଏକ…

ପାକିସ୍ତାନରେ ୮ ବର୍ଷୀୟ ହିନ୍ଦୁ ନାବାଳିକା ସହ ଗଣଦୁଷ୍କର୍ମ: ଆଖିରେ ବି ଛୁରୀ ଭୁସିଦେଲେ ନୃଶଂସ

ନୂଆଦିଲ୍ଳୀ: ଅନେକ ସମୟରେ ପାକିସ୍ତାନରେ ସଂଖ୍ୟାଲଘୁ ସଂପ୍ରଦାୟ(ହିନ୍ଦୁ, ଶିଖ୍)ଙ୍କ ଉପରେ ଅତ୍ୟାଚାର ଘଟଣା ସାମ୍ନାକୁ ଆସିଛି । ଏବେ ପୁଣି ଆଉ ଏକ ଜଘନ୍ୟ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୮ ବର୍ଷୀୟ ହିନ୍ଦୁ…