ମହିଳାଙ୍କ ଗାଧୁଆ ସମୟର ଦୃଶ୍ୟ ମୋବାଇଲରେ ରେକର୍ଡିଂ କଲେ ଯୁବକ, ଅଭିଯୁକ୍ତକୁ ଧରିବା ପାଇଁ ଥାନାରେ ଅଭିଯୋଗ
ନିମାପଡ଼ା, (ଭାସ୍କର ନ୍ୟୁଜ୍): ନିମାପଡା ବ୍ଲକ ବଳଙ୍ଗା ଥାନା ଅଞ୍ଚଳରେ ଏକ ଅପ୍ରୀତିକର ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଯୁବକ ନିଜ ମୋବାଇଲରୁ ମହିଳାଙ୍କ ଗାଧୁଆ ବେଳର ଦୃଶ୍ୟକୁ ରେକଡିଂ କରୁଥିବା ଘଟଣାରେ ବଳଙ୍ଗା…