କେବଳ ମହିଳାଙ୍କ ପାଇଁ ନୂଆ ଫିଚର ଲଞ୍ଚ କଲା WHATSAPP: ଦେଖନ୍ତୁ କ’ଣ ଆସିଛି ଅପଡେଟ
ନୂଆଦିଲ୍ଲୀ: ବହୁ ଲୋକପ୍ରିୟ ସୋସିଆଲ ମିଡିଆ ଆପ ହ୍ୱାଟ୍ସଆପ ଆଣିଛି ଆଉ ଏକ ନୂଆ ଅପଡେଟ । ତେବେ ଏହି ଅପଡେଟରେ ଥିବା ଫିଚର କେବଳ ମହିଳାଙ୍କ ପାଇଁ ବୋଲି କୁହାଯାଇଛି । ଦୀର୍ଘ ଦିନରୁ ମହିଳାମାନଙ୍କ ପାଇଁ ଚିନ୍ତା…