ବୁଲ ଡୋଜରରେ ବର: ବିବାହ ପାଇଁ ଭାଉଜମାନଙ୍କ ସହ ମଣ୍ଡପରେ ପହଞ୍ଚିଲେ ଇଞ୍ଜିନିୟର

ନୂଆଦିଲ୍ଲୀ: ବିବାହ ସମସ୍ତଙ୍କ ଜୀବନର ଏକ ଅମୂଲ୍ୟ ସମ୍ପର୍କ । ସେଥିପାଇଁ ସମସ୍ତେ ଏହି ମୁହୂର୍ତ୍ତକୁ ସ୍ପେଶାଲ କରିବା ପାଇଁ ବିଭିନ୍ନ ପ୍ରକାର କାମ କରିଥାନ୍ତି । ତେବେ ଏହି ହିସାବରେ ବର କନ୍ୟାଙ୍କ ଏଣ୍ଟ୍ରି ସବୁଠୁ…

କଲେଜରେ ବିବାହର ସେଲିବ୍ରେସନ: ଭାଇରାଲ ହେଉଛି ଏହି ଯୋଡିର ପ୍ରେମ ସମ୍ପର୍କ

ନୂଆଦିଲ୍ଲୀ: ପ୍ରେମ ଏମିତି ଏକ ସମ୍ପର୍କ ଯାହା ଯୋଜନ ଯୋଜନ ଦୂରରୁ ମଧ୍ୟ ନିଜର ଲୋକଙ୍କୁ ଯୋଡି ଦେଇଥାଏ । ଏହାର ଉଦାହରଣ ହେଉଛନ୍ତି କୋଲକାତାର ମେଘଦୂତ ଏବଂ ଫ୍ରାନ୍ସ, ପ୍ୟାରିସର ପାଓଲିନ । କଲେଜରେ ଦେଖା, ପ୍ରେମ ଏବଂ…

ଦେଶର ପ୍ରଥମ ହ୍ୱିଲଚେୟାର ଡେଲିଭରି ବଏ, ସହଜ ନଥିଲା ସଂଘର୍ଷ

କୁହାଯାଏ ମଣିଷ ଯଦି କଠିନରୁ କଠିନ ପରିସ୍ଥିତିରେ ବି ଧୈର୍ଯ୍ୟ ରଖିବେ ତେବେ ସେ ସବୁ ବିପରୀତ ପରିସ୍ଥିତିର ସାମ୍ନା କରିପାରିବେ । ସେ ଯେତେବଡ଼ ବାଧା ହୋଇଥାଉନା କାହିଁକି, ଧୈର୍ଯ୍ୟ, ଇଚ୍ଛାଶକ୍ତି ଏବଂ ସାହସ ବଳରେ ସବୁ…

ଭରାନଦୀରେ ବୁଡି ଯାଉଥିଲେ ଯୁବକ: ଜୀବନ ବଞ୍ଚାଇଲା NDRF ଟିମ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ବନ୍ୟା ଯୋଗୁଁ ବଢୁଥିବା ନଦୀପାଣିରେ ଜଣେ ବ୍ୟକ୍ତି ବୁଡିଯାଉଥିବାର ଏବେ ସାମନାକୁ ଆସିଛି । ଏନଡିଆରଏଫ ଟିମ ଏହି ବ୍ୟକ୍ତିଙ୍କୁ ଉଦ୍ଧାର କରିବାରେ ସଫଳତା ପାଇଛି । ତେବେ ବ୍ୟକ୍ତିଙ୍କୁ ପାଣିରୁ ଉଦ୍ଧାର…

ରାଇମୋହନଙ୍କ ମୃତ୍ୟୁରେ ଶୋକର ଛାୟା, ପାରିବାରିକ ଅସନ୍ତୋଷରୁ ଆତ୍ମହତ୍ୟା ସନ୍ଦେହ!

ରାଇମୋହନଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇପଡ଼ିଛି ସାରା ଓଡ଼ିଶା । ଜଣେ କିମ୍ବଦନ୍ତୀ ଅଭିନେତାଙ୍କୁ ହରାଇଛି ଆଜି ଓଲିଉଡ ଜଗତ । ତାଙ୍କର ବିୟୋଗରେ ମିଣ୍ରମାଣ ହୋଇପଡ଼ିଛନ୍ତି ତାଙ୍କୁ ପସନ୍ଦ କରୁଥିବା ଓଡ଼ିଶାର ଅଗଣିତ ଦର୍ଶକ ତଥା…

ମୋବାଇଲ ଗେମ୍ ଯୋଗୁଁ ୩୯ ଲକ୍ଷ ଗାଏବ୍! ପୁଅ କରିଦେଲା ବାପାଙ୍କ ଆକାଉଣ୍ଟ ଖାଲି

ମୋବାଇଲ ଗେମ୍ ଖେଳିବା ନିଶାରେ ଗୋଟିଏ ପରିବାର କାଙ୍ଗାଳ ହେବାକୁ ବସିଛି । ଫୋନରେ ବିଜିଏମଆଇ ଗେମ୍ ଖେଳୁଥିବା ଜଣେ ପିଲା ନିଜ ବାପାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୩୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଇଛି । ଏକ ରିପୋର୍ଟ…

ଶତୃ ପାଇଁ ରଣହୁଙ୍କାର: ଆଉ ଏକ କ୍ଷେପଣାସ୍ତ୍ର ପରୀକ୍ଷଣରେ ଭାରତକୁ ସଫଳତା

ବାଲେଶ୍ୱର: ଭାରତୀୟ ନୌସେନା ଏବଂ ଡିଆରଡିଓ ଦ୍ୱାରା ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର VL-SRSAMର ସଫଳ ପରୀକ୍ଷଣ ଶେଷ ହୋଇଛି । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ନେସୈନିକ ଜାହାଜରୁ ଏହାର ପରୀକ୍ଷଣରେ ସଫଳତା ପାଇଛି…

୮ମାସର ଭାଇକୁ ପାଣି ଭାବି ଡିଜେଲ ପିଆଇଦେଲା ଭଉଣୀ, ବଞ୍ଚାଇପାରିଲେନି ଡାକ୍ତର

ଗାଡ଼ି ଚଲାଇବା ପାଇଁ ପେଟ୍ରୋଲ କିମ୍ବା ଡିଜେଲର ଆବଶ୍ୟକତା ରହିଥାଏ । ଏହି ପେଟ୍ରୋଲ ଏବଂ ଡିଜେଲ୍ ବେଶ୍ ବିପଦପୂର୍ଣ୍ଣ ହୋଇଥାଏ କାରଣ ଟିକିଏ ଅସାବଧାନ ହେଲେ କିଛିିବି ହୋଇପାରେ । ଆଉ ପୁଣି ଏହାକୁ ପିଲାଙ୍କ ଠାରୁ ଦୂରେଇ…

ଟିମ ଇଣ୍ଡିଆ ପାଇଁ ଖୁସି ଖବର: କୋଭିଡ ପରେ ଦଳରେ ଯୋଗ ଦେଲେ ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଇଂଲଣ୍ଡରେ ଅଭ୍ୟାସ ମ୍ୟାଚ ଖେଳୁଥିବା ଟିମ ଇଣ୍ଡିଆ ପାଇଁ ଆସିଛି ଖୁସିର ଖବର । କରୋନାରେ ଆକ୍ରାନ୍ତ ହୋଇ ଦଳରୁ ବାଦ ପଡିଥିବା ଷ୍ଟାର ଅଲରାଉଣ୍ଡର ଏବେ ପୁଣି ଥରେ ଦଳରେ ଯୋଡି ହୋଇଛନ୍ତି । କୋଭିଡି ପଜିଟିଭ…

ବିଧାୟକଙ୍କ ଧକ୍କାରେ ଭାଙ୍ଗିଗଲା ନିର୍ମାଣାଧୀନ କଲେଜ କାନ୍ଥ, ଭାଇରାଲ ହେଉଛି ଭିଡିଓ…

ଅନେକ ସମୟରେ ସରକାରୀ ଯୋଜନାରେ ହେଉଥିବା ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ଦେଖିବାକୁ ମିଳେ । କେତେବେଳେ କେଉଁଠି ନିମ୍ନମାନର ରୋଡ୍  ନିର୍ମାଣ ତ’ କେତେବେଳେ କେଉଁଠି ନିମ୍ନମାନର ଡ୍ରେନେଜ୍ ବ୍ୟବସ୍ଥା ।…