ଦେଶରେ ଲଗାତାର ବଢୁଛି କରୋନା, ଗୋଟିଏ ଦିନରେ ୩ ପ୍ରତିଶତ ବଢିଲା ସଂକ୍ରମଣ
ନୂଆଦିଲ୍ଲୀ: ଦେଶରେ ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ଘଣ୍ଟାରେ କରୋନାର ୮ ହଜାର ୫୮୨ ନୂଆ ସଂକ୍ରମଣ ସାମ୍ନାକୁ ଆସିଛି । ସେହିପରି କରୋନାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।…