ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ମାଆ ହୋଇପାରିଲାନି ଝିଅ, ଯୁବତୀଙ୍କ ମାଆ ସାଜିଲେ ସରୋଗେଟ୍ ମଦର

ନୂଆଦିଲ୍ଲୀ: ବିବାହିତ ମହିଳାମାନଙ୍କ ପାଇଁ ମା’ ହେବାର ଖୁସି ଅନ୍ୟତମ । ହେଲେ କିଛି ମହିଳାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସେମାନେ ମା’ ହୋଇପାରନ୍ତି ନାହିଁ । କିନ୍ତୁ ବିଜ୍ଞାନ ଯୁଗରେ ସବୁକିଛି ସମ୍ଭବ ହୋଇପାରୁଛି ।…

ଆକ୍ସନ ମୋଡରେ ୟୁପି ସରକାର: ଗୋଡେଇ ଗୋଡେଇ ଧରୁଛି ପୋଲିସ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳରେ ଜାରି ରହିଛି ଦଙ୍ଗା । ନୂପୁର ଶର୍ମାଙ୍କ ବିରୋଧରେ ନାରାବାଜୀ କରିବା ସହ ତାଙ୍କୁ ଗିରଫ କରିବା ପାଇଁ ଦାବି ଜୋର ଧରିଛି । ଏହି ପରିପ୍ରେକ୍ଷୀରେ ଆଜି ଜୁମେର ନମାଜ ପରେ…

ବାରବାଟୀ ମ୍ୟାଚ ପାଇଁ ବ୍ୟାପକ ବ୍ୟବସ୍ଥା: MO BUS ଯୋଗାଇବ ସ୍ୱତନ୍ତ୍ର ସେବା

କଟକ(ଓଡ଼ିଶା ଭାସ୍କର): ଜୁନ୍ ୧୨ ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ୍ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଛି । ମ୍ୟାଚ…

ତାତିରୁ ମିଳିବ ଆଶ୍ୱସ୍ତି: ଆଗାମୀ ତିନିଦିନ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ପଟେ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଉପକୂଳ ଓଡ଼ିଶାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ରୌଦ୍ରତାପ । ତେବେ ଏହାରି…

ଭାଣିଜୀର କଟା ପାଦ ନେଇ ଥାନାରେ ପହଞ୍ଚିଲେ ମାମୁଁ: କହିଲେ ଏମିତି…

ବିହାର: ବାବୁ ମତେ ନ୍ୟାୟ ଦିଅ! ମୋ ଭାଣିଜୀକୁ ନ୍ୟାୟ ଦିଅ! ଏମିତି ବାହୁନି ବାହୁନି କାନ୍ଦୁଛନ୍ତି ବିହାର ଭୋଜପୁର ଅଞ୍ଚଳର ଜଣେ ବ୍ୟକ୍ତି । ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବା ପାଇଁ ଆଇନ ଆଗରେ ଗୁହାରି କରୁଛି ଜଣେ…

‘ରଣବୀର ଭର୍ସେସ ୱାଇଲ୍ଡ’: ବେୟର ଗ୍ରିଲ୍ସଙ୍କ ସହ ଦୁଃସାହସିକ ଯାତ୍ରା କଲେ ରଣବୀର ସିଂ

ନୂଆଦିଲ୍ଲୀ: ରଣବୀର ସିଂଙ୍କୁ କିଏ ବା ନଜାଣେ । ଅଭିନେତା ଭାବେ ରଣବୀର ସିଂ ଜଣେ ଚମତ୍କାର କଳାକାର । ରଣବୀର ସିଂ ନିଜର ଅତରଙ୍ଗୀ ପୋଷାକ ପାଇଁ ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି । ତେବେ ସିମ୍ବା ଓ ପଦ୍ମାବତ ଭଳି…

ବେଇମାନୀ ଯୋଗୁଁ ହାରିଲା କି ଭାରତ?: ପୁଣି ଅମ୍ପାୟାରିଂକୁ ନେଇ ଉଠିଲା ଆଙ୍ଗୁଠି

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ୫ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ହରାଇଛି ଭାରତ । ୭ ୱିକେଟରେ ପ୍ରଥମ ଟି-୨୦ ଜିତି ସିରିଜରେ ୧-୦ରେ ଆଗୁଆ ରହିଛି ଦକ୍ଷିଣ ଆଫ୍ରିକା । ତେବେ ମ୍ୟାଚ ପରେ ଭାରତର ପରାସ୍ତକୁ…

ଖାକି ବର୍ଦ୍ଦି ଉପରେ ମନ୍ତ୍ରୀଙ୍କ ସମ୍ପର୍କୀୟର ଦବଙ୍ଗଗିରି: ହୋମଗାର୍ଡ ମାଗୁଛନ୍ତି ନ୍ୟାୟ

ବରେଲି: ବାରମ୍ବାର ଆଇନ ସହ ଖେଳିବାରେ ଲାଗିଛନ୍ତି ହାତରେ ପାୱାର ଥିବା କିଛି ବେଲଗାମ ନେତାମନ୍ତ୍ରୀ ଆଉ ସେମାନଙ୍କ ସମ୍ପର୍କୀୟ । ଯାହାର ଆଉଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ।…

୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକ ହରାଇଲେ ୩.୧୫ ଲକ୍ଷ କୋଟି

ନୂଆଦିଲ୍ଲୀ: ଗତକାଲି ଭାରତୀୟ ଶେୟାର ବଜାରରେ ଉନ୍ନତି ପରିଲକ୍ଷିତ ହୋଇଥିଲାବେଳେ ଆଜି ଶୁକ୍ରବାର କିନ୍ତୁ ପୁଣି କ୍ଷତି ଦେଖିବାକୁ ମିଳିଛି । ବୈଶ୍ୱିକ ସ୍ତରରେ ଆର୍ଥକ ମାନ୍ଦାବସ୍ତା କାରଣରୁ ଅନେକ ଦେଶର ଶେୟାର ବଜାର…

କୋଲାକାତା ବାଂଲାଦେଶ ହାଇକମିଶନ ନିକଟରେ ଗୁଳିକାଣ୍ଡ: ୨ ମୃତ

କେଲକାତା: କୋଲକାତାରେ ଅବସ୍ଥିତ ବାଂଲାଦେଶ ହାଇକମିଶନ ପରିସରରେ ଘଟିଛି ବଡ ଧରଣର ଗୁଳିକାଣ୍ଡ । ଏହି ଘଟଣାରେ ଦୁଇ ଜଣ ସାଧାରଣ ଜନତା ପ୍ରାଣ ହରାଇଥିବା ଜାଣିବାକୁ ମିଳିଛି । ତେବେ ଗୁଳିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା…