ମିଳିଲା ୩ ହଜାର ବର୍ଷ ପୁରୁଣା ଜୋତା, ବରଫ ତଳେ ରହିଥିଲା ସୁରକ୍ଷିତ!

ନୂଆଦିଲ୍ଲୀ: ଅନେକ ସମୟରେ ପ୍ରତ୍ନତତ୍ତ୍ୱବିତମାନେ ଆଶ୍ଚର୍ଯ୍ୟକର ଖୋଜ୍ କରିଥାନ୍ତି । ଏହିଭଳି ଏକ ଆଶ୍ଚର୍ଯ୍ୟକର ଖୋଜ୍ କରିଛନ୍ତି ନରୱେ ପ୍ରତ୍ନତତ୍ତ୍ୱବିତମାନେ । ନରୱେରେ ଦୁନିଆର ସବୁଠୁ ପୁରୁଣା ଜୋତା ମିଳିଛି, ଏହି…

ପ୍ରଶିକ୍ଷଣ ବେଳେ ତଳକୁ ଖସିପଡିଲା ବିମାନ: ଘଟିଲା ଏମିତି ଘଟଣା

କାମାକ୍ଷାନଗର: ବୀରାଶାଳ ଏୟାରଷ୍ଟ୍ରିପରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରଶିକ୍ଷଣ ସମୟରେ ହଠାତ ଏହା ତଳକୁ ଖସିପଡିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ଜଣେ ଟ୍ରେନି ପାଇଲଟ ଗୁରୁତର ଆହତ ହୋଇତିବା…

ରୋହିତ-ବିରାଟଙ୍କ ଉପରେ ବଡ ଅଭିଯୋଗ ଆଣିଲେ କପିଲ ଦେବ: କହିଲେ କିଛି ଏମିତି

ନୂଆଦିଲ୍ଲୀ: ଭାରତର ଦୁଇ ଷ୍ଟାର କ୍ରିକେଟରଙ୍କୁ ନେଇ ଉଠିଛି ପ୍ରଶ୍ନ । ଜଣେ ଅଧିନାୟକ ତ ଆଉ ଜଣେ ପୂର୍ବତନ ଅଧିନାୟକ । ଜଣଙ୍କୁ ହିଟମ୍ୟାନ ଭାବରେ ଦୁନିଆ ଜାଣେ ତ ଆଉ ଜଣେ ରନ ମେସିନ । କିନ୍ତୁ ଉଚିତ ସମୟରେ ଉଭୟ ଖେଳାଳି…

ପ୍ରଫେଟ ମହମ୍ମଦଙ୍କୁ ନେଇ ଟିପ୍ପଣୀ: ଓଆଇସିକୁ ଭାରତର ଜବାବ

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କୁ ନେଇ ହେଉଥିବା ବାଦ ବିବାଦ ମଧ୍ୟରେ ଭାରତ ସରକାର ଅର୍ଗାନାଇଜେସନ ଅଫ ଇସଲାମିକ କୋ-ଅପରେସନ(ଓଆଇସି)କୁ ନିଜର ଜବାବ ଦେଇଛନ୍ତି । ସେହିପରି ବିଦେଶ ମନ୍ତ୍ରାଳୟ ଓଆଇସି ସଚିବାଳୟ ଦେଇଥିବା…

ଅଜବ ନିଶା ଏ ବ୍ୟକ୍ତିଙ୍କର: ୪୦ ବର୍ଷ ହେବ ଖାଉଛନ୍ତି ବାଲି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଣିଷ ବଞ୍ଚିବା ପାଇଁ ଖାଦ୍ୟ ଖାଇଥାଏ । ଆହୁରି ମଧ୍ୟ ଅନେକ ଲୋକ ସୁଖାଦ୍ୟ ଖାଇବାକୁ ମଧ୍ୟ ବେଶ୍ ପସନ୍ଦ କରନ୍ତି । ଆପଣ ଟିଭି ତଥା ମୋବାଇଲରେ ବିଭିନ୍ନ ପ୍ରକାରର ସୁଖାଦ୍ୟ ଖାଉଥିବାର…

ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନୂଆ ଅପଡେଟ: ଏମିତି କହିଲେ ବବି ଦେଓଲ

ମୁମ୍ବାଇ: ହିନ୍ଦୀ ସିନେମା ଜଗତର ସୁପରଷ୍ଟାର ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ନେଇ ଚର୍ଚ୍ଚା ଜୋର ଧରିଛି । ତେଣୁ ତାଙ୍କୁ ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କୁ…

ଦୁନିଆ ଦେଖିଛି ହିନ୍ଦୁ ଏବଂ ଶିଖଙ୍କ ଉପରେ ଅତ୍ୟାଚାର, ପାକିସ୍ତାନକୁ ତାରି ଭାଷାରେ ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ସଂଖ୍ୟାଲଘୁଙ୍କ ଉତ୍ପୀଡନ ପାଇଁ ସମଗ୍ର ଦୁନିଆରେ ବଦନାମ ପାକିସ୍ତାନକୁ ପେଗମ୍ବର ମହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀ ମାମଲାରେ ମୁହଁ ଖୋଲିବା ଭାରି ପଡିଛି। ଭାରତ ପଡୋଶୀ ଦେଶର ବୟାନକୁ ଖାରଜ କରିବା ସହ…

ଇଂଲଣ୍ଡ ଗସ୍ତ ପାଇଁ ପ୍ରସ୍ତୁତି ଆରମ୍ଭ କଲେ ରୋହିତ ଶର୍ମା, IPL 2022 ପରେ ପ୍ରଥମ ଥର ମଇଦାନକୁ ଓହ୍ଲାଇଲେ

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଜୁଲାଇ ପ୍ରଥମ ସପ୍ତାହରେ ଇଂଲଣ୍ଡ ବିପକ୍ଷରେ ଏକ ମାତ୍ର ଟେଷ୍ଟ ମ୍ୟାଚରୁ କ୍ରିକେଟର ଲମ୍ବା ଫର୍ମାଟକୁ ପ୍ରତ୍ୟାବର୍ତ୍ତନ କରିବ। ଭାରତ ନିଜର ଗତ ଟେଷ୍ଟ ଚଳିତ…

Norway chess: ଓ୍ଵାର୍ଲ୍ଡ ଚାମ୍ପିଅନ କାର୍ଲସେନଙ୍କକୁ ପୁଣି ଥରେ ମାତ୍ ଦେଲେ ବିଶ୍ଵନାଥମନ ଆନନ୍ଦ, ଶୀର୍ଷରେ ପହଞ୍ଚିଲେ

ନୂଆଦିଲ୍ଲୀ: ଭାରତୀୟ ଗ୍ରାଣ୍ଡ ମାଷ୍ଟର ତଥା ମହାନ ଚେସ୍ ଖେଳାଳି ବିଶ୍ଵ ନାଥନ ଆନନ୍ଦ ପୁଣି ଥରେ ବିଶ୍ଵ ଚାମ୍ପିଅନ ମାଗନସ କାର୍ଲସେନଙ୍କୁ ହରାଇଛନ୍ତି। ଆନନ୍ଦ ନରଓ୍ଵେ ଚେସ୍ ପ୍ରତିଯୋଗିତାରେ କ୍ଲାସିକଲ ବିଭାଗର ପଞ୍ଚମ…

କୁତବ ମୀନାର ସ୍ଥିତ ମସଜିଦରେ ନମାଜ ଉପରେ ଜାରି ରହିବ ରୋକ୍, ଶୀଘ୍ର ଶୁଣାଣି କରିବାକୁ ମନେ କଲେ HC

ନୂଆଦିଲ୍ଲୀ: କୁତବ ମୀନାର ପରିସରରେ ସ୍ଥିତ ମସଜିଦରେ ନମାଜ ପଢିବା ଉପରେ ରୋକ୍ ଲଗାଇବା ଏଏସଆଇର ଆଦେଶକୁ ଚ୍ୟାଲେଞ୍ଜ କରି ଦାଖଲ ଆବେଦନର ଶୀଘ୍ର ଶୁଣାଣି କରିବାକୁ ମନା କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଏଏସଆଇର ଏହି ଆଦେଶ…