ଯେଉଁ ଘରେ ସୁଶାନ୍ତ ସିଂହ ରାଜପୁତ କରିଥିଲେ ଆତ୍ମହତ୍ୟା ସେହି ଘରକୁ କିଣୁଛନ୍ତି ଏହି ଅଭିନେତ୍ରୀ, ଜାଣିନିଅନ୍ତୁ ପୁରା ଖବର
ନୂଆଦିଲ୍ଲୀ: ବ୍ଲକବଷ୍ଟର ଫିଲ୍ମ ଦି କେରଳ ଷ୍ଟୋରୀରେ ଅଦା ଶର୍ମା ନିଜ ଅଭିନୟରେ ସମସ୍ତଙ୍କୁ ଚକିତ କରି ଦେଇଥିଲେ । ଫିଲ୍ମରେ ଅଦାଙ୍କ ଅଭିନୟକୁ ଭୁରି ଭୁରି ପ୍ରଶଂସା ମିଳିଥିଲା । ରୋଜଗାର ଦିଗରୁ ବି ଏହି ଫିଲ୍ମ ବହୁ…