ପ୍ରଚଣ୍ଡ ତାତିରେ ବେହାଲ ଏହି ଦେଶର ଅବସ୍ଥା; ସ୍କୁଲ, କଲେଜ, ବ୍ୟାଙ୍କ, ସରକାରୀ କାର୍ଯାଳୟ ସବୁ ବନ୍ଦ

ନୂଆଦିଲ୍ଲୀ: ଗୋଟିଏ ପୃଥିବୀରେ ସମସ୍ତ ମାନବ ଜାତି ବସବାସ କରୁଛୁ । କିନ୍ତୁ ଗୋଟିଏ ଛାତ ତଳେ ଥିଲେ ବି ସମସ୍ତେ ସମାନ ପରିସ୍ଥିତି ଦେଇ ଗତି କରୁନାହାନ୍ତି । ଭୌଗଳିକ ସ୍ଥିତି ଅନୁଯାୟୀ ବିଭିନ୍ନ  ସ୍ଥାନରେ ଅଲଗା ଅଲଗା…

ଗୁଗଲ ପେ ଓ ପେଟିଏମକୁ ପଛରେ ପକାଇ ଦେଇଛି ଫୋନପେ, ଅଧାରୁ ଅଧିକ ଅନଲାଇନ କାରବାର ହେଉଛି ଫୋନପେରେ

ନୂଆଦିଲ୍ଲୀ: ଭାରତରେ ଅନଲାଇନ୍ ପେମେଣ୍ଟ କ୍ଷେତ୍ରରେ ଫୋନପେର ଗୁରୁତ୍ୱ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପକ୍ଷରେ ପେଟିଏମ୍ର ଭାଗିଦାରୀ କମ୍ ରହିଛି । ଜୁଲାଇ ମାସରେ ଅନଲାଇନ୍ କାରବାରରେ ଫୋନପେର ଭାଗିଦାରୀ…

ହଠାତ୍ ତଣ୍ଟିରେ ଲାଖିିଲେ କ’ଣ ସତରେ କିଏ ମନେ ପକାଇଥାଏ? କିମ୍ବା ଏହା ପଛରେ ରହିଛି କିଛି ସ୍ୱାସ୍ଥ୍ୟଗତ କାରଣ ଆସନ୍ତୁ ଜାଣିବା

ନୂଆଦିଲ୍ଲୀ:ପ୍ରାୟ ସମୟରେ ଯେତେବେଳେ ଆମ ତଣ୍ଟିରେ ଲାଖିଥାଏ ବା ହଠାତ୍ କାଶ ହୋଇଥାଏ ସେତେବେଳେ ଆମେ କହିଥାଉ କେହି ଖାସ୍ ଲୋକ ଜଣେ ଆମକୁ ମନେ ପକାଉଛି । ତେବେ ମନକୁ ଖୁସି କରିବା ଲାଗି ଏପରି ଭାବିବା ତ ଠିକ୍ କିନ୍ତୁ…

ସ୍ମାର୍ଟୱାଚର ସ୍ଥାନ ନେବାକୁ ଯାଉଛି ସ୍ମାର୍ଟରିଙ୍ଗ, ସ୍ମାର୍ଟଫୋନର ଭବିଷ୍ୟତ ଉପରେ ବି ପ୍ରଶ୍ନବାଚୀ ଉଠାଇଲେଣି ବିଲ ଗେଟସ୍

ନୂଆଦିଲ୍ଲୀ:ପ୍ରତିଦିନ ଟେକ୍ନୋଲଜି କ୍ଷେତ୍ରରେ ନୂଆ ନୂଆ ଆବିଷ୍କାର ହେବାରେ ଲାଗିଛି । ସେ ସ୍ମାର୍ଟଫୋନର କଥା ହେଉ କି ସ୍ମାର୍ଟୱାଚର କଥା । ପ୍ରତିଦିନ ଟେକ୍ନୋଲଜି କ୍ଷେତ୍ରରେ ଯେପରି ବିକାଶ ଘଟୁଛି ଏବେ ଏସବୁର…

ଘଣ୍ଟା ପ୍ରତି ୩୮,୫୨୦ କିମି ବେଗରେ ଚନ୍ଦ୍ର ଆଡକୁ ଗତି କରୁଛି ଚନ୍ଦ୍ରଯାନ-୩, ଚନ୍ଦ୍ରର କକ୍ଷ ଛୁଇଁ ନ ପାରିଲେ ୧୦ ଦିନରେ ପୃଥିବୀକୁ ଆସିବ ଫେରି

ନୂଆଦିଲ୍ଲୀ: ଚନ୍ଦ୍ରଯାନ ୩ ଏବେ ଚନ୍ଦ୍ରମାର ରାସ୍ତାରେ ଗତି କରିବା ଆରମ୍ଭ କରିଛି । ୧ ଅଗଷ୍ଟ ୨୦୨୩ ମଧ୍ୟରାତ୍ରୀ ୧୨.୦୩ରୁ ୧୨.୨୩ ସମୟ ମଧ୍ୟରେ ଏହାକୁ ଟ୍ରାନ୍ସ ଲୁନାର ଟ୍ରାଜେକ୍ଟୋରୀରେ ଛଡା ଯାଇଛି । ପ୍ରପଲସନ୍…

‘ପୃଥିବୀ ଧ୍ୱଂସ ହେବାକୁ ଯାଉଛି, ଏଣୁ ମୁଁ ମୋ ପିଲାଙ୍କୁ ସୁରକ୍ଷିତ ସ୍ୱର୍ଗକୁ ପଠାଇ ଦେଇଛି’ ଅଦାଲତରେ ଏପରି କିଛି ବୟାନ ରଖିଛି ହତ୍ୟାକାରୀ ମା’

ନୂଆଦିଲ୍ଲୀ: କୁହାଯାଏ ଦୁନିଆରେ ପିଲାଙ୍କ ଲାଗି ସବୁଠାରୁ ସୁରକ୍ଷିତ ସ୍ଥାନ ହେଉଛି ମା’ର କୋଳ । କିନ୍ତୁ ସେହି ମା’ ଯଦି ପିଶାଚୀ ପାଲଟିଯାଏ ତେବେ କ’ଣ ହେବ । ଜଣେ ମହିଳା ନିଜର ୨ ପିଲାଙ୍କୁ ହତ୍ୟା କରିଥିବାର ଏକ…

ଅଗଷ୍ଟରେ ୪ ରାଶିର ଲୋକଙ୍କୁ ସବୁ ଦିଗରୁ ମିଳିବ ଶୁଭ ସମାଚାର, ଚାକିରୀରେ ବି ରହିଛି ପଦୋନ୍ନତି ଯୋଗ

ଅଗଷ୍ଟରେ ବହୁ ବଡ ଗ୍ରହଙ୍କ ଗୋଚର ଯୋଗ ରହିଛି । ଏହି ତାଲିକାରେ ମଙ୍ଗଳ, ଶୁକ୍ର ଓ ବୁଧ ପରି ଗ୍ରହ ରହିଛନ୍ତି । ଅଗଷ୍ଟରେ କିଛି ଗ୍ରହ ବକ୍ରୀ ହେବେ ଓ କିଛି ଗ୍ରହ ଅସ୍ତ ବି ହେବେ । ଗ୍ରହର ସ୍ଥିତିରେ ପରିବର୍ତ୍ତନ ବହୁ…

(Video) ମିଶିଗଲେ ମାଟି-ଆକାଶ! ଆକାଶରୁ ଝରିଲା ଝରଣା: ପ୍ରବଳ ବର୍ଷା ବେଳେ ଅଦ୍ଭୁତ ଦୃଶ୍ୟ ଦେଖାଇଲା ପ୍ରକୃତି

ଭୁବନେଶ୍ୱର: ଆକାଶରୁ ବର୍ଷା ହେବାର ତ ସମସ୍ତେ ଦେଖିଥିବେ । ହେଲେ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଫଟୋକୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରବଳ ବର୍ଷାରେ ଚତୁର୍ଦିଗ ଅନ୍ଧାର ଦେଖା…

ଚଳିତ ଆର୍ଥିକ ବର୍ଷରେ ବଢିନାହିଁ ୬୦ ପ୍ରତିଶତ କର୍ମଚାରୀଙ୍କ ଦରମା, କର୍ମଚାରୀଙ୍କୁ ମିଳିଛି ବିକଳ୍ପ ଉପାୟରେ ପ୍ରୋତ୍ସାହନ

ନୂଆଦିଲ୍ଲୀ:ଜବ୍ ଆଗ୍ରିଗେଟର ପ୍ଲାଟଫର୍ମ ‘ଫାଉଣ୍ଡଇଟ୍ ‘(ମନଷ୍ଟର APAC and ME) ର ଏକ ରିପୋର୍ଟ ଏବେ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି । ଏହି ରିପୋର୍ଟ ଅନୁସାରେ ଭାରତରେ ୬୦ ପ୍ରତିଶତ କର୍ମଚାରୀଙ୍କର…

କେଉଁ ମୋବାଇଲ ବେଶୀ କିଣୁଛନ୍ତି ଭାରତୀୟ ଗ୍ରାହକ? ଏହି କମ୍ପାନୀ ରହିଛି ସବୁଠୁ ଆଗରେ

ନୂଆଦିଲ୍ଲୀ: ବୈଶ୍ୱିକ ସ୍ତରରେ ଆପଲର ଶୀର୍ଷ ବଜାରମାନଙ୍କ ମଧ୍ୟରେ ଭାରତ ବର୍ତ୍ତମାନ ପଞ୍ଚମ ସ୍ଥାନରେ ରହିଛି । ୨୦୨୩ ମସିହାର ଦ୍ୱିତୀୟାର୍ଦ୍ଧରେ ପ୍ରାୟ ୫୯ ପ୍ରତିଶତ ସହିତ ଅଲଟ୍ରା ପ୍ରିମିୟମ ସେଗମେଣ୍ଟ(୪୫ ହଜାର ଟଙ୍କା…