ବର୍ଷାଦିନେ ଶରୀରରେ ବଢିଯାଏ ବିଷାକ୍ତ ପଦାର୍ଥର ପ୍ରଭାବ , କ’ଣ ଖାଇଲେ ଶରୀରରୁ ବାହାରିଯିବ ବିଷାକ୍ତ ପଦାର୍ଥ ଜାଣନ୍ତୁ
ବର୍ଷାଦିନେ ଆମକୁ ଗରମରୁ ମୁକ୍ତି ମିଳିବା ସହିତ ସବୁଠି ସବୁଜିମାର ବାତାବରଣ ମନକୁ ବେଶ୍ ଆନନ୍ଦ ଦିଏ । କିନ୍ତୁ ଏହି ସମୟରେ ରୋଗ ତଥଶ ସଂକ୍ରମଣର ଆଶଙ୍କା ଅଧିକ ରହିଥାଏ । ଏହି ସମୟରେ ପାଟି ସୁଆଦିଆ ଛଣାଛଣି ଜିନିଷ ଅଧିକ…