fbpx

ଆଜି ପ୍ରକାଶ ପାଇବ ସ୍ପେଶାଲ OJEE ରେଜଲ୍ଟ: ଜାଣନ୍ତୁ କେମିତି ଜାଣିବେ ଫଳାଫଳ

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇବ ସ୍ପେଶାଲ ଓଜେଇଇ ପରୀକ୍ଷା ଫଳ । ସନ୍ଧ୍ୟା ୫ଟାରେ ୱେବସାଇଟରେ ଏହି ରେଜଲ୍ଟ ଉପଲବ୍ଧ ହେବ । ଏହାପରଠାରୁ ପରୀକ୍ଷାର୍ଥିମାନେ ନିଜ ନିଜ ରେଜଲ୍ଟ ଚେକ୍ କରିପାରିବେ । ଅଫିସିଆଲ ୱେବସାଇଟ ମାଧ୍ୟମରେ ପରୀକ୍ଷାର୍ଥିମାନେ ନିଜର ରେଜଲ୍ଟ ଦେଖିପାରିବେ । ଜୁନ୍ ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ସ୍ପେଶାଲ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ତେବେ ଆଜି ଏହାର ଫଳାଫଳ ଘୋଷଣା କରାଯିବ ।

Get real time updates directly on you device, subscribe now.