ମନୋରଞ୍ଜନ ପରିଡ଼ାଙ୍କୁ IRCର ସଭାପତି ଦାୟିତ୍ୱ: ୯୦ ବର୍ଷ ମଧ୍ୟରେ ତୃତୀୟ ଓଡ଼ିଆ ଭାବେ ପାଇଲେ ଏହି ପଦବୀ
ଭୁବନେଶ୍ୱର: ଆଇ.ଆର୍.ସି. ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ସେଣ୍ଟ୍ରାଲ ରୋଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ପ୍ରଫେସର ମନୋରଞ୍ଜନ ପରିଡ଼ା । ୧୧ ନଭେମ୍ବର ୨୦୨୪ ରେ ରାୟପୁର ଠାରେ ଅନୁଷ୍ଠିତ ହେଇଥିବା…