କୁଜଙ୍ଗରେ ଡବଲ ମର୍ଡର, ଘରେ ପଶି ୨ ମହିଳାଙ୍କୁ ଖଣ୍ଡାରେ ହାଣିଲା ଉନ୍ମତ୍ତ ଯୁବକ

ଭୁବନେଶ୍ୱର: ପାରାଦ୍ୱୀପରେ ସକାଳୁ ସକାଳୁ ଘଟିଯାଇଛି ଏକ ନୃଶଂସ ହତ୍ୟାକାଣ୍ଡ । ଏକ୍ସପ୍ରେସ୍ ୱେ କଲୋନୀରେ ଜଣେ ଯୁବକ ଏକ ଘରେ ପଶି ଖଣ୍ଡାରେ ୨ ମହିଳାଙ୍କୁ ଆକ୍ରମଣ କରିଥିଲା । ଏଥିରେ ଜଣେ ମହିଳା ଘଟଣାସ୍ଥଳରେ ଏବଂ ଅନ୍ୟ…

ଅଧିକ ତାପମାତ୍ରା କେବଳ ଅଂଶୁଘାତ ନୁହେଁ ଏହି ୪ ରୋଗକୁ ବି କରିଥାଏ ଆମନ୍ତ୍ରଣ, କିପରି ରକ୍ଷା ପାଇବେ ଜାଣି ନିଅନ୍ତୁ

ଏବେ ସାରା ଦେଶରେ ଭୀଷଣ ତାତି ଅନୁଭୂତ ହେଉଛି । ପ୍ରାୟ ରାଜ୍ୟରେ ତାପମାତ୍ରା ୪୪ ପାଖାପାଖି ରହୁଛି । ତେବେ ତାପମାତ୍ରା ଯେତେ ବଢି ବଢି ଯାଇଥାଏ ବହୁ ରୋଗର ପ୍ରକୋପ ବି ସେତେ ସେତେ ବଢିି ଯାଇଥାଏ । ଗ୍ରୀଷ୍ମ ଋତୁରେ କେବଳ…

ଆକାଶରୁ ଅଗ୍ନି ବର୍ଷା, ଏହି ରାଜ୍ୟରେ ଗତ ୩ ଦିନରେ ଅଂଶୁଘାତରେ ୭୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ:ଏବେ ଦେଶର ବିଭିନ୍ନ ରାଜ୍ୟରେ ତାପମାତ୍ରା ଅସମ୍ଭବ ଭାବରେ ବୃଦ୍ଧି ପାଇଛି । ମନେ ହେଉଛି ଆକାଶରୁ ଯେପରି ନିଆଁ ଖସୁଛି । ଏପରି ପରିସ୍ଥିତିରେ ଜନଜୀବନ ଦୂର୍ବିସହ ହୋଇପଡିଥିବା ବେଳେ କିଛି ରାଜ୍ୟରେ ଅଂଶୁଘାତରେ…

ମହିଳା କେବେ ଜାଣି ପାରନ୍ତି ନାହିଁ ପୁରୁଷଙ୍କର ଏହି ସିକ୍ରେଟ: ବିଫଳ ହୁଏ ସବୁ ଚେଷ୍ଟା

ଆଚାର୍ଯ୍ୟ ଚାଣକ୍ୟ ଦୁନିଆର ମହାନତମ ବିଦ୍ୱାନଙ୍କ ମଧ୍ୟରେ ଜଣେ । ତାଙ୍କର ନୀତି ଆଜିର ସମୟରେ ମଧ୍ୟ ଉପାଦେୟ ହୋଇଥାଏ । ଚାଣକ୍ୟ ନୀତିରେ ସ୍ତ୍ରୀ-ପୁରୁଷଙ୍କ ବିଷୟରେ ବିସ୍ତାରରେ କୁହାଯାଇଛି । ବୈବାହିକ ଜୀବନ ହେଉ କିମ୍ବା…

ଭାରତୀୟ ରେଳ ବିଭାଗର ବଡ ପଦକ୍ଷେପ, ରେଳ ଦୁର୍ଘଟଣାରେ ଶିକାର ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇବ ହସ୍ପିଟାଲ ଟ୍ରେନ୍

ନୂଆଦିଲ୍ଲୀ:ବାଲେଶ୍ୱରର ବାହାନଗାରେ ଯେଉଁ ଭୟଙ୍କର ରେଳ ଦୁର୍ଘଟଣା ଘଟିଗଲା ସେଥିରେ ସାରା ବିଶ୍ୱ ସ୍ତବ୍ଧ ହୋଇଗଲା । ଏହି ଦୁୂର୍ଘଟଣା ପରେ ଏବେ ଲୋକମାନେ ରେଳରେ ଯାତାୟତ କରିବାକୁ ଭୟ କରୁଛନ୍ତି । କିନ୍ତୁ ଆମ ଦେଶରେ ରେଳ…

(Video) ଅବିଶ୍ୱସନୀୟ କ୍ୟାଚ୍: ଟି-୨୦ ଲିଗରେ ‘ସୁପରମ୍ୟାନ’ ପାଲଟିଗଲେ Bradley Currie, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: କ୍ରିକେଟ ଇତିହାସରେ ଏମିତି ଅନେକ କ୍ୟାଚ ଦେଖିବାକୁ ମିଳିଥାଏ, ଯାହାକୁ ଭୁଲିବା ସହଜ ନୁହେଁ । କିନ୍ତୁ ଟି-୨୦ ବ୍ଲାଷ୍ଟ ଟୁର୍ଣ୍ଣାମେଣ୍ଟର ସସେକ୍ସ ଏବଂ ହେମ୍ପସାୟର ମଧ୍ୟରେ ହୋଇଥିବା ଏକ ମ୍ୟାଚରେ ଦେଖିବାକୁ…

ବିବାହକୁ ନେଇ ଅସୁଖୀ ଥିଲେ ଯାଆନ୍ତୁ ଏହି ମନ୍ଦିର, ଜାଣନ୍ତୁ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ: ନିଜ ମନୋକାମନା ପୂର୍ତ୍ତି ଲାଗି ଲୋକମାନେ ବିଭିନ୍ନ ମନ୍ଦିର ଯାଇ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି । ବହୁ ପ୍ରେମୀ ଯୁଗଳ ସାତ ଜନ୍ମକୁ ସାଥି ହୋଇ ରହିବାକୁ ମନ୍ଦିର ଯାଇ ପ୍ରାର୍ଥନା କରୁଥିବା କଥା…

ଆଉ ଏକ ଜୀବନ ନେଲା ବାହାନଗା ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

କଟକ: ବାହାନଗା ଦୁର୍ଘଟଣାରେ ଆଉ ଜଣେ ଆହତ ପ୍ରାଣ ହରାଇଛନ୍ତି । ଦୁର୍ଘଟଣାରେ ଆହତ ହୋଇ ସେ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିଲେ ପଶ୍ଚିମବଙ୍ଗର ସାହିଲ ମନସୁର । ଦୁର୍ଘଟଣା ପରେ ୧୫ ଦିନ ପର୍ଯ୍ୟନ୍ତ ସର୍ଜରୀ…

ଛପା ହେଲା, କିନ୍ତୁ RBIକୁ ମିଳିଲାନି ୮୮ ହଜାର କୋଟି ଟଙ୍କାର ୫୦୦ ଟଙ୍କିଆ ନୋଟ୍: RTIର ମହାଖୁଲାସା!

ନୂଆଦିଲ୍ଲୀ: ୨୦୦୦ ଟଙ୍କିଆ ନୋଟ ଉପରେ ସରକାର ଅଚଳ କରିବା ପରେ ଏହାକୁ ନେଇ ଲଗାତାର ଚର୍ଚ୍ଚା ଲାଗି ରହିଛି । ଏହାପରେ ୫୦୦ ଟଙ୍କିଆ ନୋଟ ଅଚଳ ହୋଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଏହା ମଧ୍ୟରେ ଭାରତୀୟ ରିଜର୍ଭ…

ଭୂଗର୍ଭ ଜଳ ଉତ୍ତୋଳନ ଦ୍ୱାରା ବଙ୍କା ହୋଇଗଲାଣି ପୃଥିବୀ, ଜଳବାୟୁ ଉପରେ ପଡିବ ବଡ ପ୍ରଭାବ

ନୂଆଦିଲ୍ଲୀ:ଏବେ ପୃଥିବୀ ଉପରେ ବୋଝ ବହୁତ ବଢିଗଲାଣି । ଗୋଟିଏ ପଟେ ଜଳବାୟୁ ପରିବର୍ତ୍ତନର ବୋଝ ଆଉ ଗୋଟିଏ ପଟେ ମାନବୀୟ ଗତିବିଧି । ଏଣୁ ଏବେ ପୃଥିବୀର ଅକ୍ଷରେ ପରିବର୍ତ୍ତନ ଦେଖାଦେଲାଣି । ଏହି ପରିବର୍ତ୍ତନ ଜଳବାୟୁ…