(Video) ‘ସୁଭଦ୍ରା ଯୋଜନା’ରେ Reject ହୋଇଛି କି ଆପଣଙ୍କ ନାଁ? ମିଳିବନି ତୃତୀୟ ପର୍ଯ୍ୟାୟ ଟଙ୍କା, ଜାଣନ୍ତୁ କେଉଁଠୁ ପାଇବେ Rejection List,
ଓଡ଼ିଶା ଭାସ୍କର: ‘ସୁଭଦ୍ରା ଯୋଜନା’କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡ଼ା । ଆସନ୍ତା ୨୪ ତାରିଖରେ ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପାଇବେ ହିତାଧିକାରୀ…