(Video) Reject ହୋଇଛି କି ସୁଭଦ୍ରା ଫର୍ମ ? ସମସ୍ତଙ୍କୁ ମିଳିବ ଟଙ୍କା, ବଡ ଅପଡେଟ୍ ଦେଲେ ପ୍ରଭାତୀ ପରିଡା

ଓଡ଼ିଶା ଭାସ୍କର: ସୁଭଦ୍ରା ଯୋଜନାକୁ ନେଇ ବଡ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହି ଯୋଜନାରେ ଏଣିକି ସମସ୍ତଙ୍କୁ ମିଳିବ ଟଙ୍କା । ରିଜେକ୍ଟ ହୋଇଥିବା ଆକାଉଣ୍ଟ ଧାରୀଙ୍କୁ ମଧ୍ୟ ଟଙ୍କା ମିଳିପାରେ…

ଫ୍ୟାଶନ ଜଗତରେ ଅପୂରଣୀୟ କ୍ଷତି; ପ୍ରସିଦ୍ଧ ଫ୍ୟାଶନ ଡିଜାଇନର ରୋହିତ ବାଲ୍‌ଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତର ଜଣାଶୁଣା ଫ୍ୟାସନ୍ ଡିଜାଇନର ରୋହିତ ବାଲ୍‌ଙ୍କ ଶୁକ୍ରବାର ପରଲୋକ ଘଟିଛି । ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା ଏବଂ ସେ ହୃଦ୍ ଜନିତ ରୋଗରେ ପୀଡ଼ିତ ଥିଲେ । ଫ୍ୟାସନ୍ ଡିଜାଇନ୍ କାଉନସିଲ୍ ଅଫ୍ ଇଣ୍ଡିଆ…

(Video) ନାହିଁ ନଦୀ କି ଝରଣା, କେଉଁଠୁ ଆସୁଛି ପିଇବା ପାଣି? ଦୁବାଇରେ କେମିତି ବଞ୍ଚୁଛନ୍ତି ଲୋକେ

ଓଡ଼ିଶା ଭାସ୍କର: ସାଉଦି ଆରବ, ଯେଉଁଠି ଅଛି ଖାଲି ବାଲି ଆଉ ବାଲି । ସେଠାରେ ତେଲ ଭାରି ମାତ୍ରାରେ ରହିଛି । ଯେଉଁ କାରଣ ପାଇଁ ଏହି ଦେଶ ଧନୀ ତାଲିକାର ଖୁବ ଉପରେ ହୋଇଛି । କିନ୍ତୁ ସେଠାରେ ପିଇବା ପାଇଁ ପାଣି ନାହିଁ ।…

ସୋସିଆଲ ମିଡିଆରେ ମନ ଜିଣୁଛି ମା’ କାଳୀଙ୍କ AI ଫଟୋ; ମା’ଙ୍କ ପିଲା ବେଳର ଭାବକୁ ପ୍ରକାଶ କରୁଛି ଏହି ଛବି

ଭୁବନେଶ୍ୱର: ଭାରତବର୍ଷର ସବୁଠାରୁ ବଡ଼ ପରିଚୟ, ବିଶ୍ୱାସ ତଥା, ତନ୍ତ୍ର ସାଧନାର ପ୍ରାଣ ହେଉଛନ୍ତି ମା' କାଳୀ । ଆମ ଦେଶର ସଂସ୍କୃତି, ପରମ୍ପରା, ଜୀବନଚର୍ଯ୍ୟା ମା' କାଳୀଙ୍କୁ ନେଇ ଗଢ଼ି ଉଠିଛି । ମା' କାଳୀ ହେଉଛନ୍ତି…

ଶ୍ରେୟସ Retention ତାଲିକାର ପ୍ରଥମରେ ଥିଲେ… କାହିଁକି ବାଦ୍ ପଡ଼ିଲେ ଆୟର? ଭିତିରି କଥା କହିଦେଲେ ସିଇଓ

ନୂଆଦିଲ୍ଲୀ: କୋଲକାତା ନାଇଟ ରାଇଡର୍ସର ରିଟେନସନ ତାଲିକାରୁ ବାଦ୍ ପଡ଼ିଛନ୍ତି ଚମ୍ପିଆନ୍ ଅଧିନାୟକ ଶ୍ରେୟସ ଆୟର । ଦଳ ୬ ଜଣ ଖେଳାଳିଙ୍କୁ ରିଟେନ୍ କରିଥିବା ବେଳେ ଗତ ସିଜନର ଅଧିନାୟକ ଶ୍ରେୟସଙ୍କୁ ତାଲିକାରୁ ବାଦ୍ ଦେଇଛି…

କାଳୀ ପୂଜାରେ ସ୍ୱପ୍ନରେ କୁକୁର ଦେଖିବା ଶୁଭ ନା ଅଶୁଭ, ମିଳେ କେଉଁ ସଙ୍କେତ?

ଓଡ଼ିଶା ଭାସ୍କର: ଶୋଇବା ସମୟରେ ସ୍ୱପ୍ନ ଦେଖିବା ଏକ ସାଧାରଣ କଥା। ତେବେ ସ୍ୱପ୍ନ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ସ୍ୱପ୍ନର କିଛି ନା କିଛି ଅର୍ଥ ରହିଥାଏ। ଯଦି ଆପଣ କାଳୀ ପୂଜାରେ ସ୍ୱପ୍ନରେ କୁକୁରକୁ ଦେଖନ୍ତି ତେବେ ଏହା…

‘Singham Again’ରେ ରୋହିତଙ୍କ ‘S’ ସରପ୍ରାଇଜ… ଦମଦାର ଏଣ୍ଟ୍ରି କଲେ ଚୁଲବୁଲ ପାଣ୍ଡେ: Scene ଦେଖି ପାଗଳ ଦର୍ଶକ

ଓଡ଼ିଶା ଭାସ୍କର: ଆଜି ସାରା ଭାରତରେ ରିଲିଜ ହୋଇଯାଇଛି ଅଜୟ ଦେବଗନଙ୍କ ଫିଲ୍ମ ‘ସିଙ୍ଘମ ଏଗେନ୍’ । ଦିୱାଲୀ ଅବସରରେ ଏହି ଆକ୍ସନ ଥ୍ରିଲର ସିନେମା ଭେଟି ଦେଇଛନ୍ତି ନିର୍ଦ୍ଦେଶକ ରୋହିତ ଶେଟ୍ଟୀ । ସିନେମାରେ ଅନେକ…

ଜମ୍ମୁ-କଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ: ୨ ଅଣକାଶ୍ମୀର ଯୁବକଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଶେଷ ହେବାର କିଛି ଦିନ ପରେ ଜମ୍ମୁ-କଶ୍ମୀରରେ ଆରମ୍ଭ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଥମିବାର ନାଁ ନେଉନାହିଁ। ଜମ୍ମୁ-କଶ୍ମୀରର ବଡଗାମର ମାଝାମା ଗାଁରେ ଆତଙ୍କବାଦୀମାନେ ଦୁଇ ଜଣ…

ନେପାଳରେ କୁକୁରଙ୍କୁ କାହିଁକି ପୂଜା କରାଯାଏ? ଜାଣନ୍ତୁ କ’ଣ ରହିଛି ପରମ୍ପରା

ଓଡ଼ିଶା ଭାସ୍କର: ଆମ ଦେଶରେ ବିଭିନ୍ନ ଧର୍ମ ଓ ପର୍ବପର୍ବାଣୀ ପାଳନ କରାଯାଏ । ପ୍ରତ୍ୟେକ ପର୍ବ ପାଳନକରିବାର ଭିନ୍ନ ଭିନ୍ନ ଉପାୟ ରହିଛି। ଏଭଳି ଏକ ପର୍ବ ନେପାଳରେ ମଧ୍ୟ ପାଳନ କରାଯାଏ । ଏହି ପର୍ବ ଏବଂ ଏହାକୁ କିପରି…

ଝାଡ଼ଖଣ୍ଡ: ହେମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ ମାମଲା ରୁଜୁ, ଜାଣନ୍ତୁ କରାଣ

ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପାଲାମୁ ଜିଲ୍ଲାର ମେଦିନୀନଗର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଏହି ମାମଲା ରୁଜୁ ହୋଇଛି। ବିଏସପି…