(Video) ଦିୱାଲୀ ପୂର୍ବରୁ ବିଜୁଳି କନ୍ୟା, ଘର ସହ ନିଜକୁ ବି ଏଲଇଡି ଆଲୁଅରେ ସଜାଇଲେ ମହିଳା
ଓଡ଼ିଶା ଭାସ୍କର: ଭାରତରେ ଆଲୋକର ପର୍ବ ଦୀପାବଳି ବେଶ୍ ଧୁମଧାମ୍ରେ ପାଳନ କରାଯାଏ । ଏହିଦିନ ଦୀପର ଆଲୋକରେ ରାତିର ଅନ୍ଧକାର ଦୂରେଇ ଯାଏ । ଚାରିଆଡେ ଆକର୍ଷଣୀୟ ଆଲୋକ ସଜ୍ଜା ଏକ ଅପୂର୍ବ ପରିବେଶ ସୃଷ୍ଟି କରେ । ଲୋକମାନେ…