ଶାନ୍ତି ପାଇଁ ନୋବେଲ ପୁରସ୍କାର; ଜାପାନର ‘ନିହନ୍ ହିଡାନ୍କ୍ୟୋ’ ସଂଗଠନକୁ ମିଳିଲା ଏହି ସମ୍ମାନ
ନୂଆଦିଲ୍ଲୀ: ୨୦୨୪ ପାଇଁ ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର। ଜାପାନର ଏକ ସଂସ୍ଥା 'ନିହନ୍ ହିଡାନ୍କ୍ୟୋ'କୁ ମିଳିଲା ଏହି ସମ୍ମାନ। ହିରୋସିମା ଏବଂ ନାଗାସାକିରେ ପରମାଣୁ ବୋମା ବିସ୍ଫୋରଣରେ ବଞ୍ଚିଥିବା ଲୋକଙ୍କ…