ସ୍ଥାନ ପରିବର୍ତ୍ତନ କରୁଛନ୍ତି ଗ୍ରହଙ୍କ ସେନାପତି ମଙ୍ଗଳ; ତିନି ରାଶିର ଲୋକଙ୍କ ଅବସ୍ଥା ହେବ ପୁରା ଶୋଚନୀୟ

ଓଡ଼ିଶା ଭାସ୍କର: ମେଷ ଓ ବିଛା ରାଶିର ଅଧିପତି ଅଟନ୍ତି ଗ୍ରହଙ୍କ ସେନାପତି ମଙ୍ଗଳ। ୨୦୨୪ ମସିହାର ମଙ୍ଗଳଙ୍କ ଶେଷ ପରିକ୍ରମା ଖୁବ୍ ଶୀଘ୍ର ହେବାକୁ ଯାଉଛି। ମଙ୍ଗଳ ଯେ କୌଣସି ରାଶିରେ ୪୫-୫୦ ଦିନ ରହିଥାନ୍ତି। ମଙ୍ଗଳ…

RG Kar ମେଡିକାଲ ମାମଲାରେ ନୂଆ ମୋଡ଼: ୫୦ ଜଣ ଡାକ୍ତର ଏକା ସାଙ୍‌ଗରେ ଦେଲେ ଇସ୍ତଫା

କୋଲକାତା: କୋଲକାତା ଆରଜି କର ମେଡିକାଲ କଲେଜରେ ମହିଳା ଡାକ୍ତରଙ୍‌କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲା ଥମିବାର ନାଁ ଧରୁନି । ମେଡିକାଲ ବାହାରେ କନିଷ୍ଠ ଡାକ୍ତରଙ୍‌କ ଆନ୍ଦୋଳନ ଜାରି ରହିଥିବା ବେଳେ ମେଡିକାଲକୁ ଏକ ଶକ୍ତ…

IND vs BAN ସିରିଜ ପରେ ବିଦାୟ ନେବେ ଷ୍ଟାର ଅଲରାଉଣ୍ଡର: ପୂର୍ବରୁ ଅଧିନାୟକ ଭାବରେ ତୁଲାଇଛନ୍ତି ଦାୟିତ୍ୱ

ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଛି ଟି-୨୦ ସିରିଜ । ଗ୍ୱାଲିୟରରେ ଏହି ସିରିଜର ପ୍ରଥମ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଟିମ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଭାରତ…

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’କୁ ମିଳିଲା ଜାତୀୟ ପୁରସ୍କାର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) 'ଦମନ'କୁ ମିଳିଲା ଜାତୀୟ ପୁରସ୍କାର । ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ 'ଦମନ'କୁ ମିଳିଲା ଜାତୀୟ ପୁରସ୍କାର । ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କଲେ ଦମନ ଚଳଚ୍ଚିତ୍ରର…

Video: ସିନ୍ଦୁର ପିନ୍ଧିଲେ ଏଣିିକି ହେଉଛି ଘା’, ଏପରି organic ଉପାୟରେ ଘରେ କରନ୍ତୁ ପ୍ରସ୍ତୁତ

ନୂଆଦିଲ୍ଲୀ: ସିନ୍ଦୁରକୁ ହିନ୍ଦୁ ଧର୍ମର ପ୍ରତିକ ବୋଲି ବିବେଚନା କରାଯାଏ । ଏପରି କୌଣସି ମାଙ୍ଗଳିକ କାର୍ଯ୍ୟ ନାହିଁ ଯାହା ସିନ୍ଦୁର ବିନା ସମ୍ପୂର୍ଣ୍ଣ ହୋଇପାରିବ । ତାହା ବ୍ରତଘର ହେଉ କି ବାବାହ, ଏନ୍ତୁଡ଼ି ଶାଳ ହେଉ…

ନୂଆ Election, ପୁରୁଣା Formula: ବାଜି ମାରିନେଲା BJP, ଜିତିବା ଭୋଟ ହାରିଲା କଂଗ୍ରେସ, କାହିଁକି?

ଓଡ଼ିଶା ଭାସ୍କର: ହରିୟାଣାର ନିର୍ବାଚନ ଫଳାଫଳ ବର୍ତ୍ତମାନ ପ୍ରକାଶ ପାଇଛି । ଏଠାରେ ଭାରତୀୟ ଜନତା ପାର୍ଟି ବିଜୟରା ଏକ ହ୍ୟାଟ୍ରିକ ହାସଲ କରିଛି । ଚଳିତବର୍ଷର ଜନମତ ରାଜନୀତି ଜଗତରେ ଐତିହାସିକ ପାଲଟିଛି । ଚଳିତ ଥରର…

ସବୁଠି ଜଗିଛି ପୋଲିସ, ଶାନ୍ତି-ଶୃଙ୍ଖଳାରେ ସରିବ ପୂଜା: ଓଡ଼ିଶା ପୋଲିସର ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ଟ୍ୱିନ ସିଟି କଟକ-ଭୁବନେଶ୍ୱରରେ ଦୁର୍ଗା ପୂଜା ପାଇଁ ଗହଳି ଆରମ୍ଭ ହୋଇଯାଇଛି । ତେବେ ଭିଡ଼ ନିୟନ୍ତ୍ରଣ ସହ ଗଣ୍ଡଗୋଳ ଏବଂ ସମସ୍ୟାକୁ ଏଡ଼ାଇବା ପାଇଁ ମଧ୍ୟ ପ୍ରସ୍ତୁତି କରିସାରିଛି ଓଡ଼ିଶା ପୋଲିସ । ଟ୍ୱିନ…

ପଦକ ନୁହେଁ ମୁକୁଟ ପିନ୍ଧିଲେ ଭିନେଶ; ଖେଳରୁ ରାଜନୀତି ସବୁଠି ସଙ୍ଘର୍ଷ ହିଁ ତାଙ୍କ ସଫଳତାର ଚାବିକାଠି

ନୂଆଦିଲ୍ଲୀ: ଜୁଲାନା ନିର୍ବାଚନମଣ୍ଡଳୀରୁ କଂଗ୍ରେସର ଭିନେଶ ଫୋଗାଟ ୬୦୧୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ ମୋଟ ୬୫୦୮୦ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପିର କ୍ୟାପଟେନ୍ ଯୋଗେଶ ବୈରାଗୀ ୫୯୦୬୫ ଖଣ୍ଡ ଭୋଟ୍…

ନବରାତ୍ରୀରେ କାହିଁକି ଜାଳନ୍ତି ଅଖଣ୍ଡ ଦୀପ? କ’ଣ ରହିଛି ମହତ୍ତ୍ୱ? ଜାଣନ୍ତୁ ଅଖଣ୍ଡ ଦୀପର ରହସ୍ୟ

ହିନ୍ଦୁ ଧର୍ମରେ ବାର ମାସରେ ତେର ପର୍ବ ପାଳନ କରାଯାଏ । ପ୍ରତ୍ୟେକ ପର୍ବର କିଛି ନା କିଛି ମାହାତ୍ମ୍ୟ ଏବଂ ମହତ୍ୱ ରହିଥାଏ । ତେବେ ପ୍ରତ୍ୟେକ ପୂଜା ପାଠରେ ଘରେ ଦୀପ ପ୍ରଜ୍ୱଳିତ କରାଯାଏ । କିନ୍ତୁ ନବରାତ୍ରୀ,ମାତା…

ଉତ୍ତରାଖଣ୍ଡରେ ପ୍ରସ୍ତୁତ UCC ଡ୍ରାଫ୍ଟ; ଚୂଡ଼ାନ୍ତ ସ୍ପର୍ଶ ପରେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ରିପୋର୍ଟ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ଲାଗୁ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ୟୁସିସି କମିଟି ଏହାର ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରି ଖୁବଶୀଘ୍ର…