କାହିଁକି ସ୍ୱପ୍ନରେ କେବଳ ପରିଚିତ ଚେହେରା ଦେଖିବାକୁ ମିଳେ; ଏହା ପଛର କାରଣ କ’ଣ?
ଓଡ଼ିଶା ଭାସ୍କର: ସ୍ୱପ୍ନ ଅନ୍ୟ ଦୁନିଆ ଭଳି। ନିଦ୍ରାରେ ଯାହା ଦେଖିବାକୁ ମିଳେ ତାହା ବାସ୍ତବ ଜୀବନ ଭଳି ଲାଗିଥାଏ। ଏପରିକି ବେଳେବେଳେ ସ୍ୱପ୍ନରେ ଅନୁଭବ ହେଉଥିବା ଜିନିଷର ସ୍ମୃତି ଉଠିବା ପରେ କିଛି ସମୟ ପାଇଁ ହୋଇଥାଏ।…