(Video) Believe It or Not; ବିକଟାଳ ରୂପ, ବିଶାଳ ଶରୀର ଧରି ଆସୁଛି ଭୟଙ୍କର ଜୀବ: ଦାନବ ନୁହେଁ ମହାଦାନବ
ଓଡ଼ିଶା ଭାସ୍କର: ବିଶାଳକାୟ ଶରୀର, ବିକଟାଳ ରୂପ ଆଉ ଅସୀମିତ ବଳ । ଏମିତି ଭୟଙ୍କର ଚେହେରା ଜଙ୍ଗଲ ସାରା ଘୁରି ବୁଲୁଛି ଏହି ଜୀବ । ଏ ଜୀବର ଚାଲି ଚଳଣି ଦେଖିଲେ ଛାତି ଥରି ଉଠୁଛି, ସତେ ଯେମିତି ସବୁଆଡ଼େ ବୁଲି ବୁଲି…