ନବରାତ୍ରୀ ଦ୍ୱିତୀୟ ଦିନ, ମା’ ବ୍ରହ୍ମଚାରିଣୀ ରୂପରେ ପୂଜା ପାଇବେ ଦେବୀ ଦୁର୍ଗା: ଜାଣନ୍ତୁ ବିଧି-ନିୟମ

ଓଡ଼ିଶା ଭାସ୍କର: ଶାରଦୀୟ ଦୁର୍ଗା ପୂଜାର ଆଜି ହେଉଛି ଦ୍ୱିତୀୟ ଦିନ । ନବରାତ୍ରୀର ଦ୍ୱିତୀୟ ଦିନରେ ମା’ ଦୁର୍ଗାଙ୍କ ଦ୍ୱିତୀୟ ସ୍ୱରୂପ ବ୍ରହ୍ମଚାରିଣୀଙ୍କୁ ପୂଜାର୍ଚ୍ଚନା କରାଯାଏ । ପୌରାଣିକ କାହାଣୀ ଅନୁଯାୟୀ, ଭଗବାନ…

ସୁରକ୍ଷାକର୍ମୀଙ୍କ ବଡ଼ ସଫଳତା: ଏନକାଉଣ୍ଟରରେ ୭ ମାଓବାଦୀ ନିପାତ

ଛତିଶଗଡ଼: ଛତିଶଗଡ଼ ଜିଲ୍ଲାରେ ପୁଣିଥରେ ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିକାଣ୍ଡ ଘଟିଯାଇଛି । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୭ ଜଣ ମାଓବାଦୀ ନିପାତ ହୋଇଥିବା ସୂଚନା ମିଳିଛି । ଛତିଶଗଡ଼ର ଦନ୍ତେୱାଡ଼ା…

୭ ବର୍ଷ ପରେ ଫେରୁଛି HIL: ଓଡ଼ିଶାର ୨ ଦଳ ଭାଗ ନେବେ, ଡିସେମ୍ବର ୨୮ରୁ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର: କ୍ରୀଡ଼ାପ୍ରେମୀ ମାନଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ୭ ବର୍ଷର ବ୍ୟବଧାନ ପରେ ପୁଣିଥରେ ପେରୁଛି ହକି ଇଣ୍ଡିଆ ଲିଗ୍ । ଏହାର ଘୋଷଣା ପରେ ହକି ପ୍ରେମୀଙ୍କ ମନରେ ଉସବାହ ବଢି ଯାଇଛି । ଚଳିତବର୍ଷ ୨୦୨୪-୨୫…

IND vs BAN; ହାର୍ଦ୍ଦିକଙ୍କ ବୋଲିଂରେ ନାଖୁସ୍ ମୋର୍କେଲ: Playing-11ରେ ମିଳିବ ତ ସୁଯୋଗ?

ନୂଆଦିଲ୍ଲୀ: ବାଂଲାଦେଶକୁ ଟେଷ୍ଟ ସିରିଜରେ ଚକମା ଦେଇସାରିଛି ଟିମ ଇଣ୍ଡିଆ । ବର୍ତ୍ତମାନ ଟି-୨୦ ସିରିଜ ପରେ ରହିଛି ଗମ୍ଭୀରଙ୍କ ନଜର । ତେବେ ଜୁନିୟର ଟିମ ଇଣ୍ଡିଆକୁ ନେଇ ଗମ୍ଭୀର ଏବଂ ମୋର୍କେଲ ବାଂଲାଦେଶ ସେନା ସହ…

(Video) ଗୋଡ଼ରେ ପ୍ଲାଷ୍ଟର, Wheel Chairରେ ମେଡିକାଲରୁ ଫେରିଲେ Hero No.1

ମୁମ୍ବାଇ: ଗୁଳିକାଣ୍ଡର ୩ ଦିନ ପରେ ସୁସ୍ଥ ହୋଇ ମେଡିକାଲରୁ ଫେରିଛନ୍ତି ବଲିଉଡର ହିରୋ ନମ୍ବର ୧ । ଗୋଡ଼ର ସର୍ଜରୀ ପରେ ଆଜି ପରିବାର ଲୋକଙ୍କ ସହ ସେ ଘରକୁ ଫେରିଛନ୍ତି । ହସ୍ପିଟାଲ ପରିସରରେ ତାଙ୍କୁ ଦେଖିବାକୁ ମିଳିଛି ।…

ମୁମ୍ବାଇରେ ଲଜ୍ଜା; ଷ୍ଟେସନ ବାହାରେ ଯୁବତୀଙ୍କୁ ଗଣଦୁଷ୍କର୍ମ, ଟ୍ୟାକ୍ସି ଷ୍ଟାଣ୍ଡ ପଛକୁ ଟେକିନେଲେ ଦୁର୍ବୃତ୍ତ

ମୁମ୍ବାଇ: ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ୍ ଅଞ୍ଚଳରେ ଜଣେ ୨୯ ବର୍ଷୀୟା ଯୁବତୀଙ୍କୁ ଦୁଇ ଜଣ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସେପ୍ଟେମ୍ବର ୨୨ ତାରିଖ ରାତିରେ ମହିଳା ଜଣକ ସିଏସଏମଟି…

Video: ସିଟ୍ ଉପରେ ଗୋଡ଼ ରଖି ଶୋଇଥିଲେ ଯୁବକ, ନେଲପଲିସ୍ ଲଗାଇଦେଲେ ମହିଳା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସବୁବେଳେ କିଛିନା କିଛି ଭିଡିଓ ଭାଇରାଲ ହେଉଛି । ଅଧିକାଂଶ ଭିଡିଓ ମଜାଳିଆ ହୋଇଥିବା ବେଳେ ଆଉ କିଛି ଶିକ୍ଷଣୀୟ ହୋଇଥାଏ । ସେମିତି ଏକ ମଜାଳିଆ ଭିଡ଼ିଓ ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମ…

ଗଡ଼ିଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ସିଂହଧ୍ଵଜ ରଥ; ନବମୀ ପର୍ଯ୍ୟନ୍ତ ଚାଲିବ ରଥଯାତ୍ରା

ଯାଜପୁର: (ଓଡ଼ିଶା ଭାସ୍କର) ଗଡ଼ିଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ସିଂହଧ୍ଵଜ ରଥ । ଭକ୍ତ ମାନଙ୍କ ଦ୍ୱାରା ବିରଜାଙ୍କ ରଥ ଦାଣ୍ଡରେ ମା ବିରଜାଙ୍କ ସିଂହଧ୍ଵଜ ରଥକୁ ସିଂହଦ୍ୱାର ସମୁଖରୁ ଟାଣି ଟାଣି ନେଇ…

ଶ୍ରୀଲଙ୍କାର ନୂଆ ସରକାର ଆସିବା ପରେ ପ୍ରଥମ ଥର ପାଇଁ କଲମ୍ବୋରେ ପହଞ୍ଚିଲେ ଏସ ଜୟଶଙ୍କର

ନୂଆଦିଲ୍ଲୀ: ବାମପନ୍ଥୀ ଅନୁରା କୁମାର ଦିସାନାୟକେ ଶ୍ରୀଲଙ୍କାର ରାଷ୍ଟ୍ରପତି ହେବା ପରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ପ୍ରଥମ ଥର ପାଇଁ କଲମ୍ବୋରେ ପହଞ୍ଚିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ…

ଆରଜି କର କଲେଜରେ ଟ୍ରେନି ଡାକ୍ତରଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ: ଏହା ଅପମାନଜନକ ନା ଯନ୍ତ୍ରଣାର ପ୍ରତୀକ?

କୋଲକାତା: କୋଲକାତାର ଆରଜି କର ମଡିକାଲ କଲେଜର ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ-ହତ୍ୟା ଘଟଣା ଯାହା ସାରା ଦେଶରେ ଚହଳ ପକାଇଦେଇଥିଲା, ଆଜି ପୁଣି ବିବାଦ ଦେଖା ଦେଇଛି । ପୀଡ଼ିତାଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ବିବାଦ…