ଏହି ଭିଟାମିନର ଅଭାବରୁ ବଢ଼ିଥାଏ Bad Cholesterol, ସେଥିପାଇଁ ଖାଆନ୍ତୁ ଏସବୁ ଖାଦ୍ୟ

ନୂଆଦିଲ୍ଲୀ: ବ୍ୟାଡ୍ କୋଲେଷ୍ଟ୍ରଲ ବଢିବା କାରଣରୁ ଶରୀର ହୃଦରୋଗର ଶିକାର ହୋଇଥାଏ । ଏଭଳି ପରିସ୍ଥିତିରେ ଲୋକମାନେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଖରାପ ଜୀବନଶୈଳୀକୁ ଦାୟୀ କରନ୍ତି ଏବଂ ଏହା ମଧ୍ୟ ଯୁକ୍ତିଯୁକ୍ତ ।…

Online Shopping Scamରୁ ବଞ୍ଚିବେ କିପରି? ଜାଣି ରଖନ୍ତୁ ଏହି ଉପାୟ, ମିଳିବ ପରଫେକ୍ଟ ଜିନିଷ

ଓଡ଼ିଶା ଭାସ୍କର: ବର୍ତ୍ତମାନ ଦୁର୍ଗାପୂଜା ଅବସରରେ ବିଭିନ୍ନ ଇ-କମର୍ସ କମ୍ପାନୀ ତରଫରୁ ଦମଦାର ଅଫର ଦିଆଯାଇଛି । ତେଣୁ ଗ୍ରାହକ ମଧ୍ୟ ଅପଲାଇନ୍ ସପିଙ୍ଗରେ ଖୁବ ଅର୍ଡର କରୁଥିବା ଦେଖିବାକୁ ମିଳୁଛି । ସ୍ମାର୍ଟଫୋନ୍,…

ସଫଳତା ଆଉ କ’ଣ କି? ଫୁଟପାଥ୍‌ରେ ଶୋଉଥିଲେ IG, ପଢ଼ନ୍ତୁ ସଙ୍ଘର୍ଷର ଏକ ଭିନ୍ନ କଥା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମୋରେନା ଜିଲ୍ଲାର ଏକ ଗାଁରୁ ଆସିଥିବା ମହାରାଷ୍ଟ୍ର କ୍ୟାଡର ଆଇପିଏସ୍ ଅଫିସର ମନୋଜ କୁମାର ଶର୍ମାଙ୍କ ସଂଘର୍ଷ କୌଣସି ଚଳଚ୍ଚିତ୍ର କାହାଣୀଠାରୁ କମ୍ ନୁହେଁ। ଏହି କାରଣରୁ ନିକଟରେ ପ୍ରସିଦ୍ଧ…

Top କମ୍ପାନୀରେ ଯୁବପିଢୀଙ୍କୁ ମିଳିବ ନିଯୁକ୍ତି! Internship ପାଇଁ ପୋର୍ଟାଲ ଲଞ୍ଚ୍ କରୁଛନ୍ତି ମୋଦୀ ସରକାର

ନୂଆଦିଲ୍ଲୀ: ଅକ୍ଟୋବର ୩ ତାରିଖରେ ଭାରତର ଲକ୍ଷ ଲକ୍ଷ ଯୁବପିଢୀଙ୍କୁ ବଡ଼ ଉପହାର ଦେବାକୁ ଯାଉଛନ୍ତି ମୋଦୀ ସରକାର । ଦେଶରେ ବେକାରୀ ସମସ୍ୟା ହଟାଇବା ପାଇଁ ପ୍ରଥମ ପଦକ୍ଷେପ ନେଇଛନ୍ତି ପ୍ରଧାନମନ୍ତ୍ରୀ । ଯୁବପିଢୀଙ୍କୁ ବଡ଼…

ଟିମ ଇଣ୍ଡିଆକୁ ଝଟକା, ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବେନି ଷ୍ଟାର କ୍ରିକେଟର: ଯୁବ ଖେଳାଳିଙ୍କୁ ମିଳିବ ସୁଯୋଗ?

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷରେ ଐତିହାସିକ ବିଜୟର ସେଲିବ୍ରେସନ କରୁଛି ଟିମ ଇଣ୍ଡିଆ । କିନ୍ତୁ ଏହା ଭିତରେ ଦଳ ପାଇଁ ଏକ ଦୁଃଖଦ ଖବର ସାମନାକୁ ଆସିଛି । ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ସିରିଜରୁ ବାଦ୍…

ଏଠି ମୃତ୍ୟୁ ପୂର୍ବରୁ ନିଜର ପିଣ୍ଡଦାନ କରନ୍ତି ଲୋକ; ଜାଣନ୍ତୁ କେଉଁଠି ରହିଛି ଏହି ମନ୍ଦିର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ପିତୃପକ୍ଷ ଭଦ୍ରକ ପୂର୍ଣ୍ଣିମାରୁ ଅଶ୍ୱିନ ଅମାବାସ୍ୟା ପର୍ଯ୍ୟନ୍ତ ରହିଥାଏ। ଶାସ୍ତ୍ରରେ ପିତୃପକ୍ଷରେ ମୃତବ୍ୟକ୍ତିଙ୍କ ଶ୍ରାଦ୍ଧ କରିବାର ପରମ୍ପରା କୁହାଯାଇଛି, ଯାହାକୁ ପିତୃଶ୍ରାଦ୍ଧ…

ଆଜି ଅମାବାସ୍ୟାର କାଳ ରାତ୍ରୀ: ଭୁଲରେ କରନ୍ତୁନି ଏହିସବୁ କାମ, ନଷ୍ଟ ହୋଇଯିବ ଜୀବନ!

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ପୂର୍ଣ୍ଣମୀ ଏବଂ ଅମାବାସ୍ୟା ତିଥିକୁ ଖୁବ ବିଶେଷ ମାନ୍ୟତା ଦିଆଯାଇଛି । ଆଜି ଅକ୍ଟୋବର ୨ ତାରିଖ ଆଶ୍ୱୀନ ମାସର ଅମାବାସ୍ୟା ତିଥି ଏବଂ ପିତୃପକ୍ଷର ଶେଷ ଦିନ ମଧ୍ୟ । ତେଣୁ ଏହାକୁ ପିତୃ…

ଯନ୍ତ୍ରଣାରେ ତଳେ ପଡ଼ି ଚିତ୍କାର କରୁଥିଲେ ମହିଳା ରୋଗୀ; ମ୍ୟାଚ୍ ଦେଖିବାରେ ବ୍ୟସ୍ତ ରହିଲେ ଡାକ୍ତର

ପାଟନା: ବିହାରର ବାଙ୍କା ବଡ଼ ଡାକ୍ତରଖାନାରେ ଜଣେ ଡାକ୍ତରଙ୍କ ଆଚରଣକୁ ନେଇ ହଇଚଇ ସୃଷ୍ଟି ହୋଇଛି। ପୂର୍ବରୁ ରୋଗୀଙ୍କ ବିରୋଧରେ ଡାକ୍ତରଙ୍କ ଖରାପ ଆଚରଣ ଅଭିଯୋଗ ଆସୁଥିବା ବେଳେ ଏବେ ଏକ ନୂଆ ମାମଲା ସାମ୍ନାକୁ ଆସିଛି।…

ହମାସ-ହିଜବୁଲ୍ଲା ନେତାଙ୍କ କଥା କହି ପାକିସ୍ତାନ ସରକାରଙ୍କୁ ସମାଲୋଚନା କଲେ ଇମ୍ରାନ୍ ଖାନ୍

ନୂଆଦିଲ୍ଲୀ: ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ହିଜବୁଲ୍ଲା ନେତା ହାସନ ନସରଲ୍ଲା ଏବଂ ହାମାସ ନେତା ଇସ୍ମାଇଲ ହାନିଆଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରି ପାକିସ୍ତାନ ସରକାରଙ୍କୁ ଟାର୍ଗେଟ…

ବୋଲିଂ ଦୁନିଆର ବାଦଶାହ ଜଶପ୍ରୀତ ବୁମରାହ, ଫେରି ପାଇଲେ No.1: ଟପ୍-୧୦ରେ ବିରାଟଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷରେ ଏକ ଐତିହାସିକ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ବାଜବଲ କ୍ରିକେଟ ଖେଳି ଅସମ୍ଭବ ଉପାୟରେ ବାଂଲାଦେଶକୁ ଚକମା ଦେଇଛି ରୋହିତ ସେନା । ଏହି ବିଜୟ ପରେ ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ…