IND vs AUS 3rd Test: ମହମ୍ମଦ ସିରାଜଙ୍କ ଉପରେ କାହିଁକି ରାଗିଲେ ସୁନୀଲ ଗାଭାସ୍କର?
ନୂଆଦିଲ୍ଲୀ: ଗାବା ଟେଷ୍ଟରେ ଟିମ୍ ଇଣ୍ଡିଆର ଅବସ୍ଥା ଖରାପ ରହିଛି। ବ୍ରିସବେନର ଗାବାଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଖେଳାଯାଉଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଉଭୟ…