(Video) ପ୍ରେମ ବ୍ୟାପାରକୁ ନେଇ ମହାଭାରତ; ରାସ୍ତା ଉପରେ ସରପଞ୍ଚ ଓ ଅଭିନେତ୍ରୀ ରୋମାଞ୍ଜଳି ହେଲେ ପିଟାପିଟି…
ଭୁବନେଶ୍ୱର: ଚପଲରେ ପିଟିଲେ ଓଡ଼ିଆ ଆଲବମ୍ ଅଭିନେତ୍ରୀ । ପୂର୍ବତନ ସରପଞ୍ଚ ଓ ଅଭିନେତ୍ରୀ ହେଲେ ପିଟା ପିଟି । ଗହଳି ଭିତରେ ଗୋଡ଼ା ଗୋଡ଼ି ହୋଇ ମାର୍ପିଟ୍ । ଅଭିନେତ୍ରୀ ରୋମାଞ୍ଜଳି ପାଦରୁ ଚପଲ କାଢି ପିଟିଲେ । ଘଣ୍ଟା…