ବିଜେପି ନେତାଙ୍କୁ ହତ୍ୟା ମାମଲାରେ ୧୫ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ନୂଆଦିଲ୍ଲୀ:କେରଳରେ ବିଜେପି ନେତା ରଞ୍ଜିତ ଶ୍ରୀନିବାସନଙ୍କ ହତ୍ୟା ମାମଲାରେ କୋର୍ଟଙ୍କ ରାୟ ଆସିଛି । ଏହି ମାମଲାରେ ସମସ୍ତ ୧୫ ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି କେରଳ କୋର୍ଟ । ସମସ୍ତ ୧୫ ଜଣ ଦୋଷୀ ପିଏଫଆଇ…

ଭାରତୀୟ ରେଲୱେ ନିଯୁକ୍ତି ବୋର୍ଡ ପ୍ରାର୍ଥୀଙ୍କୁ ଦେଲା ବଡ ଆଶ୍ୱସ୍ତି, ଏହି ପଦବୀ ନିମନ୍ତେ ବୟସ ସୀମା ବୃଦ୍ଧି

ନୂଆଦିଲ୍ଲୀ: ରେଲୱେରେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ଲାଗି ବଡ ଖବର । ଭାରତୀୟ ରେଲୱେ ନିଯୁକ୍ତି ବୋର୍ଡ ଏ କ୍ଷେତ୍ରରେ ପ୍ରାର୍ଥୀଙ୍କୁ ବଡ ଆଶ୍ୱସ୍ତି ପ୍ରଦାନ ସ୍ୱରୂପ ବୟସସୀମା ବୃଦ୍ଧି କରିଛି ।…

Big News; ନକଲି ଶିକ୍ଷକଙ୍କ ଉପରେ ଛାଟ ପାହାର: ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶାଳୟର ଚିଠି

ଭୁବନେଶ୍ୱର: ସାରା ରାଜ୍ୟରେ ଅନେକ ସ୍ଥାନରୁ ନକଲି ଶିକ୍ଷକଙ୍କ ବିଷୟରେ ଜାଣିବାକୁ ମିଳିଛି । ଏହାପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ନେଇଛି ଓଡ଼ିଶାର ଶିକ୍ଷା ନିର୍ଦ୍ଦେଶଳୟ ।…

ତ୍ରିମୂର୍ତ୍ତିଙ୍କ ବିନା ଦ୍ୱିତୀୟ ଟେଷ୍ଟ ଖେଳିବ ଟିମ ଇଣ୍ଡିଆ: ସହଜ ହେବନି ଇଂଲଣ୍ଡ ବିପକ୍ଷ ମ୍ୟାଚ

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ବାଜି ମାରି ନେଇଛି ଅତିଥି ଦଳ । ପ୍ରଥମ ଟେଷ୍ଟର ଚତୁର୍ଥ ଦିନରେ ଭାରତକୁ ୨୨ ରନରେ ମାତ୍ ଦେଇ ବିଜୟ ହାସଲ କରିଛି ଇଂଲଣ୍ଡ । ତେବେ ଏହି ପରାଜୟ ସହ ଭାରତୀୟ…

ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ ସହୀଦମାନଙ୍କ ବଳିଦାନ ଆମକୁ ଦେଶ ସେବା କରିବାକୁ ଦେଇଛି ପ୍ରେରଣା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଆଜି ସକାଳେ ରାଜଘାଟ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦୀ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ମହାତ୍ମା ଗାନ୍ଧୀଙ୍କ…

ଭୂକମ୍ପରେ ପୁଣିଥରେ ଥରିଲା ଲଦାଖ: ରିକ୍ଟର ସ୍କେଲରେ ତୀବ୍ରତା ୩.୪

ନୂଆଦିଲ୍ଲୀ: ସକାଳୁ ସକାଳୁ ପୁଣିଥରେ ଭାରତରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଲଦାଖ ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର ତୀବ୍ରତା ୩.୪ ରହିଥିବା ରେକର୍ଡ କରାଯାଇଛି । ଦେଶର ସୁଉଚ୍ଚରେ ରହିଥିବା…

ଉତ୍ତରକାଶୀ ଟନେଲରେ ପୁଣି ହେବ ନିର୍ମାଣ କାର୍ଯ୍ୟ: ସୁଧୁରିବ ରୋଜଗାର ଏବଂ ବ୍ୟବସାୟ ସ୍ଥିତି

ନୂଆଦିଲ୍ଲୀ: ପୁଣିଥରେ ଚଳଚଞ୍ଚଳ ହୋଇ ଉଠିବ ଉତ୍ତରକାଶୀ ଟନେଲ । ବିରାଟ ଦୁର୍ଗଟଣା ପରେ ଏବେ ପୁଣିଥରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଅନୁମତି ମଧ୍ୟ ମିଳି ସାରିଛି…

Big Breaking; ଫେବୃଆରୀରେ ବରମୁଣ୍ଡା ବସ୍ ଟର୍ମିନାଲ: ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ଗୁରୁତ୍ୱ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସର୍ବବୃହତ୍ ବସ୍ ଷ୍ଟାଣ୍ଡ ବରମୁଣ୍ଡାକୁ ମିଳିବ ନୂଆ ରୂପ । ଫେବୃଆରୀ ମାସରେ ବରମୁଣ୍ଡାର ମସ୍ ଟର୍ମିନାଲ ଲୋକାର୍ପଣ କରିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଏହି ନୂଆ…

ଶୀତଦିନେ ମୁହଁ ଘୋଡାଇ ଶୋଉଥିଲେ ସାବଧାନ ! ହୋଇପାରେ ସାଂଘାତିକ ସମସ୍ୟା

ଓଡ଼ିଶା ଭାସ୍କର: ସାରା ଦେଶରେ ଖେଳିଯାଇଛି ପ୍ରଚଣ୍ଡ ଶୀତର ଲହରୀ । ଏହି ଶୀତ ଦାଉରୁ ରକ୍ଷା ପାଇବା ପାଇଁ ସମସ୍ତେ କମ୍ବଳ ବ୍ୟବହାର କରିଥାନ୍ତି । କିଛି ଲୋକ ରାତି ମୁହଁକୁ କମ୍ବଳ ଭିତରେ ଘୋଡାଇ ଶୋଇବାକୁ ପସନ୍ଦ କରନ୍ତି ।…

Breaking; ୧୨ ଘଣ୍ଟା ପାଇଁ ବନ୍ଦ ରହିବ ଓଡ଼ିଶାର ଏହି ଜିଲ୍ଲା: ଜାଣନ୍ତୁ କାହିଁକି…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୧୨ ଘଣ୍ଟା ପାଇଁ ନବରଙ୍ଗପୁର ଜିଲ୍ଲା ବନ୍ଦ ରହିବ । ୬ ଦଫା ଦାବି ନେଇ ଏହି ବନ୍ଦ ପାଳନ କରୁଛି ଜିଲ୍ଲା ବିଜେପି ଯୁବମୋର୍ଚ୍ଚା । ସକାଳ ୬ଟାରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଅର୍ଥାତ୍…