ରାଜ୍ୟ ସରକାରଙ୍କ ‘ନୂଆ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମକୁ ଛାତ୍ର କଂଗ୍ରେସର ବିରୋଧ

ଭୁବନେଶ୍ଵର: କଲେଜ କ୍ୟାମ୍ପସରେ ରାଜ୍ୟ ସରକାରଙ୍କ 'ନୂଆ ଓଡିଶା, ନବୀନ ଓଡିଶା' କାର୍ଯ୍ୟକ୍ରମକୁ ବିରୋଧ କରିଛି ଛାତ୍ର କଂଗ୍ରେସ । ମହର୍ଷି କଲେଜ କ୍ୟାମ୍ପସରେ ଲାଗିଥିବା ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଉପରେ ମହାପୁରୁଷ,…

ଇରାନ୍ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧକୁ ନେଇ ବଢୁଛି ଆଶଙ୍କା, ପାକ୍ ସେନାର ଏୟାରଷ୍ଟ୍ରାଇକ୍‌ରେ ୪ ଇରାନୀ ଶିଶୁଙ୍କ ସହିତ ୯ ମୃତ

ନୂଆଦିଲ୍ଲୀ: ଗୁରୁବାର ପାକିସ୍ତାନ ଇରାନର ସିସ୍ତାନ-ବେଲୁଚିସ୍ତାନ ପ୍ରାନ୍ତରେ ରହିଥଇବା ଆତଙ୍କବାଦୀ ଆଡଡା ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣରେ ୯ ଜଣଙ୍କ ମୃତ୍ୟୁ ଘଟିଛି । ଏହାପରେ ପାକିସ୍ତାନ ଓ ଇରାନ ମଧ୍ୟରେ…

ଏହି ଜିନିଷ ବିନା ମିଳିବନି Antibiotics: ଡାକ୍ତରଙ୍କ ପାଇଁ ସରକାରଙ୍କ କଡ଼ା ନିୟମ

ନୂଆଦିଲ୍ଲୀ: ଦେଶରେ ଆଣ୍ଟିବାୟୋଟିକ୍ସ ଔଷଧ ଗୁଡ଼ିକର ଦୁରୂପୋଯୋଗ ଦିନକୁ ଦିନ ବଢିବାରେ ଲାଗିଛି । ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଡାକ୍ତରମାନଙ୍କୁ କଡ଼ା ନିୟମ ଶୁଣାଇଛନ୍ତି କେନ୍ଦ୍ର…

Breaking: କୋଚିଂ ସେଣ୍ଟର ଲାଗି କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍‌, ୧୬ ବର୍ଷରୁ କମ୍ ପିଲାଙ୍କୁ କୋଚିଂ ସେଣ୍ଟର ମନା

ନୂଆଦିଲ୍ଲୀ: କୋଚିଂ ସେଣ୍ଟର ଲାଗି ଗାଇଡଲାଇନ୍ ଆଣିଲେ କେନ୍ଦ୍ର ସରକାର । ୧୬ ବର୍ଷରୁ କମ୍ ବୟସର ପିଲାଙ୍କୁ ଏବେ କୋଚିଂ ସେଣ୍ଟର ମନା । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସର୍ବନିମ୍ନ ମାନ ପାଇଁ ଏପରି ଗାଇଡଲାଇନ୍ ଆଣିିଲେ…

ଜାନୁଆରି ୧୮-୧୯ ଦୁଇ ଦିନ ବିଦ୍ୟୁତ୍ ବିଚ୍ଛିନ୍ନ ହେବ ବେଙ୍ଗାଲୁରୁ ସହର

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଜାନୁଆରି ୧୮ ଓ ୧୯ ଦୁଇ ଦିନ ପାଓ୍ଵାର କଟ୍ ହେବାର ସମ୍ଭାବନା ରହିଛି। ରିପୋର୍ଟ ଅନୁଯାୟୀ, ବାଙ୍ଗାଲୋର ବିଦ୍ୟୁତ ଯୋଗାଣ କମ୍ପାନୀ (ବେସ୍କମ୍) ଅନେକ ରକ୍ଷଣାବେକ୍ଷଣ…

ପ୍ରାଣ ପ୍ରତିଷ୍ଠା ପୂର୍ବରୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ: ଏହି ଜିନିଷରେ ମିଳିବ ଫାଇଦା

ନୂଆଦିଲ୍ଲୀ: ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ କୃଷକମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ମିଳିଛି । ଏଣିକି କୃଷକମାନଙ୍କ ପାଇଦା ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଣିକି ଚାଷୀମାନଙ୍କ…

କଟକ: ସମଲିଙ୍ଗି ଅପ୍ରାକୃତିକ ଯୌନ ଅପରାଧ ପାଇଁ ୨୦ ବର୍ଷ ଜେଲ୍‌

କଟକ: ସମଲିଙ୍ଗି ଅପ୍ରାକୃତିକ ଯୌନ ଅପରାଧ ପାଇଁ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌ । ନାବାଳକ ଦୁଷ୍କର୍ମ ମାମଲାରେ ଦୋଷୀ ଚିନ୍ତାମଣି ନାୟକକୁ ହେଲା ୨୦ବର୍ଷର ଜେଲ୍‌ । ୨୦ ବର୍ଷର ଜେଲ୍‌ ଦଣ୍ଡାଦେଶ ସହିତ ୨୦ ହଜାର ଟଙ୍କା…

ଏବେ ଆଉ ପିଇବାକୁ ମିଳିବନି ବିଅର, ସୂଚନା ମିଳିବା ମାତ୍ରେ ଲୋକଙ୍କ ମଧ୍ୟରେ ନିରାଶା

ନୂଆଦିଲ୍ଲୀ: ଆମେରିକାର ଲୋକଙ୍କ ଲାଗି ଏକ ବଡ ଖବର । ଏଠାରେ ଏବେ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଆଉ ବିଅର ମିଳିବ ନାହିଁ । ଏହି ସୂଚନା ମିଳିବା ମାତ୍ରେ ବିଅର ପିଉଥିବା ଲୋକଙ୍କ ମଧ୍ୟରେ ନିରାଶା ଖେଳିଯାଇଛି । ଏହାଦ୍ୱାରା…

ନଦୀରୁ ମିଳିଲା ଡଲଫିନ୍‌; ପୋଖରୀରେ ଛାଡିଲେ ଲୋକେ, ଦେଖିବାକୁ ପ୍ରବଳ ଭିଡ

ଭୁବନେଶ୍ୱର: ନଦୀରୁ ମିଳିଲା ଡଲଫିନ୍ । ଲୋକମାନେ ତାକୁ ଆଣି ପୋଖରୀରେ ଛାଡିଲେ । ବାଲେଶ୍ୱର ବସ୍ତାରେ ଜଳକା ନଦୀରୁ ଉଦ୍ଧାର ଡଲଫିନକୁ ଲୋକମାନେ ପୋଖରୀରେ ଛାଡିଲେ । ଏହି ଡଲଫିନକୁ ଦେଖିବାକୁ ପ୍ରବଳ ମାତ୍ରାରେ ଲୋକଙ୍କ…

୩୩ କେଭି ବିଦ୍ୟୁତ ଖୁଣ୍ଟକୁ ଚଢିଗଲେ ଯୁବକ: ବରମୁଣ୍ଡା ବସ୍ ଷ୍ଟାଣ୍ଡ ନିକଟରେ ଅଭାବନୀୟ କାଣ୍ଡ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଜନଗହଳି ପୂର୍ଣ୍ଣ ବରମୁଣ୍ଡା ଛକରେ ଦେଖିବାକୁ ମିଳିଛି ଅଦ୍ଭୁତ କାଣ୍ଡ । ଜଣେ ଯୁବକ ଅଚାନକ ବିଦ୍ୟୁତ ଖୁଣ୍ଟ ଉପରେ ଚଢିଯାଇଥିବା ଦେଖାଯାଇଛି । ବରମୁଣ୍ଡା ବସ୍ ଷ୍ଟାଣ୍ଡ ପାଖ ଏନଏଚ କଡ଼…