ନୂଆ ଟ୍ୟାକ୍ସ ସ୍ଲାବ, ନୂଆ ଟିକସ ବ୍ୟବସ୍ଥା… ୭ ଲକ୍ଷ ଆୟ ପର୍ଯ୍ୟନ୍ତ ଦେବାକୁ ପଡ଼ିବନି ଟ୍ୟାକ୍ସ: ୨୦୨୪ରେ ଏହି ପରିବର୍ତ୍ତନ

ନୂଆଦିଲ୍ଲୀ: ୨୦୨୩ ଆର୍ଥିକ ବର୍ଷରେ ଆୟକର ନିୟମରେ ଅନେକ କିଛି ପରିବର୍ତ୍ତନ କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ବଜେଟ-୨୦୨୩ରେ ଏହାକୁ ନେଇ ଘୋଷଣା କରିଛନ୍ତି । ତେବେ ୨୦୨୪ ମସିହାରେ କର୍ମଚାରୀମାନେ…

Big Breaking: ହାଇଟେକ୍ ମେଡିକାଲରେ ବିସ୍ଫୋରଣ, ଏକାଧିକ ଆହତ

ଭୁବନେଶ୍ୱର: ଭୁବନେଶ୍ୱର ପାଣ୍ଡରା ସ୍ଥିତ ହାଇଟେକ୍ ମେଡିକାଲରେ ଏକ ବିସ୍ଫୋରଣ ଘଟଣା ସାମ୍ନାକୁ ଆସିଛି । ଅକ୍ସିଜେନ୍ ସିଲିଣ୍ଡର ଫାଟି ଏହି ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୪ରୁ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି…

ଆସାମରେ ଆତଙ୍କବାଦର ଘଟିଲା ଅନ୍ତ! ଉଲଫା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଐତିହାସିକ ଶାନ୍ତି ବୁଝାମଣା

ନୂଆଦିଲ୍ଲୀ: ଭାରତ ସରକାର, ୟୁନାଇଟେଡ୍ ଲିବରେସନ ଫ୍ରଣ୍ଟ ଅଫ୍ ଆସାମ(ULFA) ଓ ଆସାମ ମଧ୍ୟରେ ତ୍ରିପକ୍ଷୀୟ ଶାନ୍ତି ବୁଝାମଣା ଆଜି ଅର୍ଥାତ୍ ଶୁକ୍ରବାର ହସ୍ତାକ୍ଷର ହୋଇଛି । ୪୦ ବର୍ଷ ମଧ୍ୟରେ ପ୍ରଥମ ଥର ସଶସ୍ତ୍ର…

ରୁଷ ୟୁକ୍ରେନ ଉପରେ କଲା ବର୍ଷର ସବୁଠାରୁ ବଡ ଆକ୍ରମଣ; ଏକ ସଙ୍ଗେ କଲା ୧୧୦ କ୍ଷେପଣାସ୍ତ୍ର ମାଡ, ବହୁ ସଂଖ୍ୟାରେ ଲୋକ ମୃତାହତ

ନୂଆଦିଲ୍ଲୀ: ବର୍ଷ ୨୦୨୩ ଧରାପୃଷ୍ଠରୁ ବିଦାୟ ନେବା ପୂର୍ବରୁ ରୁଷ ୟୁକ୍ରେନ ଉପରେ ଏହି ବର୍ଷର ସବୁଠାରୁ ବଡ ଓ ଭୟଙ୍କର ଆକ୍ରମଣ କରିଛି । ଏହି ଆକ୍ରମଣ ଏତେ ଭୟଙ୍କର ଥିଲା କି ଏଥିରେ ବହୁ ବିଲଡିଂ ତାସ୍ ପତ୍ତା ପରି…

ରାମଲଲାଙ୍କ ମୂର୍ତ୍ତି ଚୟନ ପାଇଁ ଭୋଟିଂ: ଅଯୋଧ୍ୟାରେ କେଉଁ ପ୍ରତିମାରେ ହେବ ପ୍ରାଣ ପ୍ରତିଷ୍ଠା?

ଅଯୋଧ୍ୟା: ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମୀ ଅଯୋଧ୍ୟା ନଗରୀ ଏବେ ଚଳଚଞ୍ଚଳ ହୋଇ ଉଠିଛି । ଆସନ୍ତା ଜାନୁୟାରୀ ୨୨ ତାରିଖରେ ଭବ୍ୟ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଦେଶର ବହୁ…

୨୦୨୪ରେ ବିଶ୍ୱ ଦେଖିପାରେ ନୂଆ ଯୁଦ୍ଧ, ଏହି ୫ଟି ଦେଶର ନାଁ ରହିଛି ଆଗରେ

ନୂଆଦିଲ୍ଲୀ: ୨୦୨୩ ବିଶ୍ୱ ସ୍ତରରେ ଏକ ଅଶାନ୍ତ ବର୍ଷ ଥିଲା । ଗାଜାରେ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା ଯେଉଁଥିରେ ହଜାର ହଜାର ପାଲେଷ୍ଟାଇନ ନାଗରିକଙ୍କ ସହିତ ଶହ ଶହ ଇସ୍ରାଏଲ ନାଗରିକ ବି ମୃତ୍ୟୁ…

ଶେଷ ମ୍ୟାଚରେ ନେତୃତ୍ୱ ନେବେ ଏହି ଖେଳାଳି: IND vs SA ଦ୍ୱିତୀୟ ଟେଷ୍ଟ ପରେ ନେବେ ଅବସର

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ପରେ କ୍ରିକେଟ ବୋର୍ଡ ନେଇଛି ଏକ ବଡ଼ ନିଷ୍ପତ୍ତି । ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଅଧିନାୟକ ପଦକୁ ନେଇ ହୋଇଛି ବଡ଼ ପରିବର୍ତ୍ତନ । ଦ୍ୱିତୀୟ ମ୍ୟାଚରେ ଶେଷ ଥର ପାଇଁ…

(Video) ସେଦିନର ଅଲୋଡା ଶିଶୁ ଅନ୍ନପୂର୍ଣ୍ଣା ଆଜି କୋଟପତି ଝିଅ କାବ୍ୟା; ରାଜ ରାସ୍ତାରୁ ଆମେରିକାର ଯାତ୍ରା…

ଓଡ଼ିଶା ଭାସ୍କର: ଦିନେ ବାପା ମାଙ୍କ ପାଇଁ ଅଲୋଡା ହୋଇଯାଇଥିଲା ନବଜାତ ଶିଶୁକନ୍ୟା । ଝିଅଟିଏ ବୋଲି ମା ତା କୋଳରୁ ତା ଝିଅକୁ ପର କରି ଦେଇଥିଲ।। ହେଲେ ତା ଭାଗ୍ୟରେ ପୁଣି ଏମିତି ରାଜସୁଖ ଥିଲା ସେକଥା କେହି କେବେ…

ଭାରତୀୟ ନୌସେନାରେ ବଡ ପରିବର୍ତ୍ତନ କଲେ ମୋଦୀ ସରକାର, ବଦଳାଇ ଦେଲେ ଇଂରେଜ ଶାସନ ସମୟର ପରିଚୟକୁ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାର ଭାରତୀୟ ନୌସେନା ସ୍ୱରୂପରେ ବଡ ଧରଣର ପରିବର୍ତ୍ତନ କରିଛନ୍ତି । ନୌସେନା ଧ୍ୱଜ ପରେ ଏବେ ଅଧିକାରୀଙ୍କ କାନ୍ଧରେ ଲାଗୁଥିବା ଷ୍ଟ୍ରାପ୍ସ ବା ପଟ୍ଟୀରେ ପରିବର୍ତ୍ତନ କରାଯାଇଛି । ଏ…

ଶ୍ରୀମନ୍ଦିର ସାମ୍ନାରେ ଅଘଟଣ; କୁକୁର କାମୁଡ଼ାରେ ଦୁଇ ବର୍ଷର ଶିଶୁ ଗୁରୁତର

ପୁରୀ: ଶ୍ରୀମନ୍ଦିର ସାମ୍ନାରେ କୁକୁର କାମୁଡ଼ାରେ ଦୁଇ ବର୍ଷର ଶିଶୁ ଗୁରୁତର । ଶିଶୁର ଆଖିକୁ କାମୁଡ଼ିଲା କୁକୁର । ନୂଆବର୍ଷ ଆସୁଥିବାରୁ ଜଗନ୍ନାଥଙ୍କ ଦର୍ଶନ ଲାଗି ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ସୁଅ…