ସ୍କୁଲ ଶିକ୍ଷାରେ ଏକ ବଡ ପରିବର୍ତ୍ତନ, NCERT ବଦଳାଇ ଦେବ ଏହି ଶ୍ରେଣୀ ପର୍ଯ୍ୟନ୍ତ ସାମାଜିକ ବିଜ୍ଞାନ ସିଲାବସ୍
ନୂଆଦିଲ୍ଲୀ:ଭାରତର ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (NCERT) ସ୍କୁଲ ଶିକ୍ଷାରେ ଏକ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ନ୍ୟାସନାଲ ସିଲାବସ୍ ଆଣ୍ଡ ଟିଚିଂ ଲର୍ଣ୍ଣିଂ ମ୍ୟାଟେରିଆଲ…