ଦେଶର ଯୁବଗୋଷ୍ଠୀଙ୍କୁ କରିବାକୁ ହେବ ଦିନକୁ ୧୨ ଘଣ୍ଟା କାମ, ନାରାୟଣମୂର୍ତ୍ତି ଦେଲେ ନୂଆ ଫର୍ମୂଲା
ନୂଆଦିଲ୍ଲୀ: ଆମ ଦେଶର ଅଧିକାଂଶ ସରକାରୀ ଓ ଘରୋଇ ସଂସ୍ଥାରେ ୮ରୁ ୯ଘଣ୍ଟା ପର୍ଯ୍ୟନ୍ତ କାମ କରିବାର ନିୟମ ରହିଛି । କିନ୍ତୁ ଦେଶର ବଡ ଉଦ୍ୟୋଗପତି ଓ ପ୍ରତିଷ୍ଠିତ ଆଇଟି କମ୍ପାନୀ ଇନଫୋସିସ୍ର କୋଫାଉଣ୍ଡର ଏନ୍ ଆର୍…