CHARIDHAM

ଚମତ୍କାର! ପାସ୍ତା ବନାଇଦେଲା କୋଟିପତି: ୨୩ ବର୍ଷର ଯୁବକ ଏବେ ଷ୍ଟାର

ନୂଆଦିଲ୍ଲୀ: ଆଜିକାଲି ଲୋକ ଅଳ୍ପ ପରିଶ୍ରମରେ ଅଧିକ ଟଙ୍କା ଉପାର୍ଜନ କରିବା ପାଇଁ ଇଚ୍ଛା କରୁଛନ୍ତି । କିନ୍ତୁ ପରିଶ୍ରମ ବିନା ଟଙ୍କା ରୋଜଗାର କରିବା ସମ୍ଭବ ନୁହେଁ । ତେବେ କିଛି ଲୋକଙ୍କ ଭାଗ୍ୟ ଅଚାନକ ବଦଳି ଯାଇଥିାଏ…

(Video) ଭେଟ ହୋଇଗଲେ ନବୀନ-ବିରାଟ… ଆଉ ତା’ପରେ ଘଟିଗଲା କିଛି ଏପରି: କମେଣ୍ଟ୍ରି ବକ୍ସରେ ଗମ୍ଭୀର ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷରେ ବିଶାଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ରୋହିତଙ୍କ ଶତକ ସହ ବିରାଟଙ୍କ ଅର୍ଦ୍ଧଶତକ ଓ ବୁମରାହଙ୍କ ବୋଲିଂ ଭାରତକୁ ଏହି ବୃହତ ବିଜୟ ଭେଟି ଦେଇଛି । ତେବେ ଭାରତ ବନାମ ଆଫଗାନିସ୍ତାନ…

ଯୁଦ୍ଧ ଭିତରେ ଜରୁରୀକାଳୀନ ସରକାର ଗଠନ କଲା ଇସ୍ରାଏଲ

ଓଡ଼ିଶା ଭାସ୍କର: ଜରୁରୀକାଳୀନ ସରକାର ଗଠନ କରିବାକୁ ଯାଉଛନ୍ତି ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ପୂର୍ବତନ ପ୍ରତିରକ୍ଷା ମୁଖ୍ୟ ତଥା କେନ୍ଦ୍ରୀୟ ବିରୋଧୀ ଦଳର ନେତା ବେନି ଗାଣ୍ଟ୍ଜ । ଉଭୟଙ୍କ…

Israel-hamas War… ଦେଶଭକ୍ତିର ନୂଆ ଚେହେରା… ‘ଇଣ୍ଡିଆ’ ଛାଡ଼ି ବନ୍ଧୁକ ଧରିଲେ ସାମ୍ବାଦିକ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ତୀବ୍ର ହୋଇଛି । ଇସ୍ରାଏଲ ଉପରେ ଗୋଟିଏ ପରେ ଗୋଟିଏ ରକେଟ୍ ମାଡ କରିଚାଲିଛି । ଯେଉଁଥିରେ ଅନେକ ସଂଖ୍ୟାର ଲୋକଙ୍କ ମୃତ୍ୟୁ ହୋଇଛି । ଜବାବ ଦେବାକୁ ଇସ୍ରାଏଲ୍…

ଗୀତ ଶୁଣି ନିଜକୁ ସମ୍ଭାଳି ପାରିଲେନି, ଛାତ୍ରୀ ମାନଙ୍କ ସହ ନାଚି ଧୂଳି ଉଡାଇଲେ ମହିଳା ପୋଲିସ

ଓଡ଼ିଶା ଭାସ୍କର: ଢେମସା ନାଚି ଧୂଳି ଉଡ଼ାଇଲେ ମହିଳା ପୋଲିସ ଅଧିକାରୀ । ଚେୟାରୁ ଉଠି ଆସି ସିଧା ଛାତ୍ରୀ ମାନଙ୍କ ସହ କାନ୍ଧରେ ହାତପକାଇ ଢ଼େମସା ନାଚିବା ଆରମ୍ଭ କଲେ ମହିଳା ପୋଲିସ । ମଞ୍ଚରେ ଚାଲିଥିଲା ସାଇବର ସୁରକ୍ଷା…

Big Breaking… ଲଗାତାର ଦ୍ୱିତୀୟ ବିଜୟ ହାସଲ କଲା Team India: ୮ ୱିକେଟରେ ଚକମା ଖାଇଲା ଆଫଗାନିସ୍ତାନ

ନୂଆଦିଲ୍ଲୀ: ଦମଦାର ବ୍ୟାଟିଂ ସହ ଆଫଗାନିସ୍ତାନ ଉପରେ ବିଶାଳ ବିଜୟ ହାସଲ କରିଛି ଭାରତ । ଏହି ବିଜୟ ସହ÷ ଚଳିତ ବିଶ୍ୱକପରେ ଲଗାତାର ଦ୍ୱିତୀୟ ମ୍ୟାଚରେ ଦ୍ୱିତୀୟ ବିଜୟର ଗାଥା ଲେଖିଛି ରୋହିତ ସେନା । ଅଧିନାୟକ ରୋହିତଙ୍କ…

(Video) ନୂଆ କିଛି କରିବାକୁ ଯାଇ ଆମଲେଟ୍‌ରେ ଗୁଟୁକା ମିଶାଇଲେ ଦୋକାନୀ; ଆଶ୍ଚର୍ଯ୍ୟ ହେଲେ ଦେଖଣାହାରୀ

ଓଡ଼ିଶା ଭାସ୍କର: ଆଜିକାଲି ଲୋକମାନେ ନିଜର ସ୍ଵତନ୍ତ୍ର ପରିଚୟ ପାଇଁ ନୂଆ ନୂଆ ତରିକା ଆପଣାଉଛନ୍ତି । ସବୁଠୁ ଅଧିକ ଷ୍ଟ୍ରିଟ୍ ଫୁଡ୍ ବିକ୍ରେତାଙ୍କ ଭିତରେ ଦେଖିବାକୁ ମିଳୁଛି । ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ…

କାହିଁକି ଅଚାନକ ବଦଳିଲା ରାଜସ୍ଥାନ ମତଦାନ ତାରିଖ? ନିର୍ବାଚନ କମିଶନ୍ ଦେଲେ ୨ଟି ବଡ଼ କାରଣ

ନୂଆଦିଲ୍ଲୀ: ରାଜସ୍ଥାନର ବିଧାନସଭା ଭୋଟ ଗ୍ରହଣକୁ ନେଇ ଅଚାନକ ବଡ଼ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ୍ । ନଭେମ୍ବର ୨୩ ତାରିଖରେ ଏହି ମତଦାନ ହେବାକୁ ଥିବା ବେଳେ ବର୍ତ୍ତମାନ ଏହି ତାରିଖକୁ ପରିବର୍ତ୍ତନ କରାଯାଇଛି…

Big Breaking… ଇତିହାସ ରଚିଲେ ଅଧିନାୟକ ରୋହିତ: ସଚିନ୍-ଗେଲଙ୍କ ଦୁଇଟି ବିଶାଳ ରେକର୍ଡ ଭାଙ୍ଗିଲେ ହିଟମ୍ୟାନ୍

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଦୁଇଟି ବିରାଟ ରେକର୍ଡ ନିଜ ନାମରେ କରିଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ମାତ୍ର ୬୩ ବଲରୁ ଶତକ ଅର୍ଜନ କରିୂ ସେ ସଚିନ୍ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଥିବା…

Love-Sexର ଭୟଙ୍କର ପରିଣାମ; ମିଛ ହେଲା ପ୍ରତିଶ୍ରୁତି, ସତ ହେଲା ପ୍ରତାରଣା…

ଓଡ଼ିଶା ଭାସ୍କର: "ମୁଁ କଣ ବାହା ହୋଇ ଭୁଲ କଲି..ମୁଁ କଣ ଭଲ ପାଇ ପାପ କଲି.ମୁଁ କଣ ମୋ ସ୍ୱାମୀ ସାଙ୍ଗରେ ସମ୍ପର୍କ ରଖି ଅପରାଧ କଲି..କିନ୍ତୁ କାହିଁକି କେଜାଣି ଏ ସମାଜ ମୋତେ ଚରିତ୍ର ହୀନା ସଜାଇଦେଲା..ମୁଁ ସବୁକିଛି…