CHARIDHAM

ପ୍ରଶ୍ନପତ୍ର ଭାଇରାଲ ଘଟଣା: ସାଇବର ଥାନାରେ ଏତଲା ଦେଲା BSE

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ଘଟଣା । ଏହି ଘଟଣାକୁ ନେଇ ସାଇବର ଥାନାରେ ଏତଲା ଦେଲା ମାଧ୍ୟମିକ ଶିକ୍ଷା ପରିଷଦ । ଏକ ୟୁଟ୍ୟୁବ ଚ୍ୟାନେଲ ନାଁରେ ଏତଲା ଦେଇଥିବା…

+୨ ବୋର୍ଡ ପରୀକ୍ଷା ପାଇଁ କୋଶ୍ଚିନ୍ ବ୍ୟାଙ୍କ ପ୍ରକାଶ କଲା CHSE

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ପ୍ରଥମ ଥର ପାଇଁ +୨ ଛାତ୍ରଛାତ୍ରୀଙ୍କ ପାଇଁ କୋଶ୍ଚିନ୍ ବ୍ୟାଙ୍କ ପ୍ରକାଶିତ । ପ୍ରଥମ ପର୍ଯ୍ୟାୟରେ ଉପଲବ୍ଧ ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି, ଗଣିତ ପ୍ରଶ୍ନପତ୍ର । CHSE ୱେବସାଇଟ୍‌…

ଜିଏସଟି କାଉନସିଲର ୫୨ ତମ ବୈଠକ: ଏହିସବୁ ସାମଗ୍ରୀ ଉପରେ କମିଲା ଜିଏସ୍‌ଟି, ମଦ ଉପରେ ନିଆଗଲା ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି କାଉନସିଲର ୫୨ ତମ ବୈଠକରେ ବହୁ ବଡ ନିଷ୍ପତ୍ତି ନିଆଯାଇଛି । ଜିଏସଟି ପରିଷଦ ପକ୍ଷରୁ ବାଜରା ଅଟାରୁ ପ୍ରସ୍ତୁତ ରୁଟି ଉପରେ ୫ ପ୍ରତିଶତ…

ଓଡ଼ିଶାରେ ପହଞ୍ଚିଲା ସହିଦ ସରୋଜ ଦାସଙ୍କ ପାର୍ଥିବ ଶରୀର: ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଓଡ଼ିଶାରେ ପହଞ୍ଚିଲା ସହିଦ ସରୋଜ ଦାସଙ୍କ ପାର୍ଥିବ ଶରୀର । ଭୁବନେଶ୍ୱର ବିମାନ ବନ୍ଦରରେ ସହିଦ ସରୋଜ ଦାସଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ…

ବଜାରରେ ମିଳୁଥିବା ମିଠା ଦହି ଭଲ ନା ସାଧା ଦହି, ସ୍ୱାସ୍ଥ୍ୟ ବିଶେଷଜ୍ଞ କ’ଣ କହୁଛନ୍ତି ଆସନ୍ତୁ ଜାଣିନେବା

ଦହି ପୁଷ୍ଟିକାରକ ତତ୍ତ୍ୱରେ ଭରପୁର ହୋଇଥାଏ । ଆପଣ କୌଣସି ବି ଖାଦ୍ୟ ସହ ଦହି ଖାଇଲେ ଖାଦ୍ୟର ସ୍ୱାଦ ୨ ଗୁଣ ବଢିଯାଏ । ଏହି କ୍ରମରେ ସାଧା ଦହି ଓ ମିଠା ଦହି ମଧ୍ୟରୁ କେଉଁଟି ସ୍ୱାସ୍ଥ୍ୟ ଲାଗି ଅଧିକ ଭଲ ତାହା ଆସନ୍ତୁ…

ହାମାସ ଆତଙ୍କବାଦୀଙ୍କ ବିରୁଦ୍ଧରେ ଇସ୍ରାଏଲ୍ ଆରମ୍ଭ କଲା ‘Operation Iron Swords’, ଚାଲିଛି ଜୋରଦାର ଆକ୍ରମଣ

ନୂଆଦିଲ୍ଲୀ: ପାଲେଷ୍ଟାଇନର ହାମାସ ସଂଗଠନ ପକ୍ଷରୁ ଇସ୍ରାଏଲ୍ ଉପରେ ରକେଟ୍ ମାଡ ପରେ ଇସ୍ରାଏଲ୍ ଏହାର ଜବାବରେ ଘୋଷଣା କଲା ‘ଅପରେସନ ଆଇରନ ସୋର୍ଡସ୍‌’ । ଗାଜାରୁ ହାମାସ ଆତଙ୍କବାଦୀଙ୍କ ଦ୍ୱାରା ଜବରଦସ୍ତ ଅନୁପ୍ରବେଶ ଓ…

ଇସ୍ରାଏଲ ଓ ହମାସ ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ; ଉଭୟ ପକ୍ଷରୁ ବମ୍ ଓ ରକେଟ୍ ମାଡ ଜାରି, ଅନେକ ମୃତାହତ

ନୂଆଦିଲ୍ଲୀ: ଇହୁଦୀ ଦେଶରେ ଆରମ୍ଭ ହୋଇଯାଇଛି ଭୟଙ୍କର ଯୁଦ୍ଧ । ଇସ୍ରାଏଲ ଉପରେ ହମାସ ପ୍ରଥମେ କ୍ଷେପଣାସ୍ତ୍ର ମାଡ କରିବା ପରେ ଇସ୍ରାଏଲ ବି ଯୁଦ୍ଧ ଘୋଷଣା କରି ଦେଇଛି । ଇସ୍ରାଏଲର ବହୁ ଲୋକଙ୍କୁ ହମାସ ଆତଙ୍କବାଦୀଙ୍କ…

(video)ନାଗକୁ ବଞ୍ଚାଇବାକୁ ଜଳାଶୟକୁ ଡେଇଁଲେ ବ୍ୟକ୍ତି, ନାଗ ତ ବଞ୍ଚିଗଲା କିନ୍ତୁ ଏବେ ବ୍ୟକ୍ତି ଜଣକ ଭେଣ୍ଟିଲେଟରରେ

ମେରୁଟ: ଚୌଧୁରୀ ଚରଣ ସିଂହ ୟୁନିଭରସିଟି, ମେରୁଟର ଜଣେ କର୍ମଚାରୀଙ୍କ ବିଚିତ୍ର କାର୍ଯ୍ୟକୁ ନେଇ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ନିଶାସକ୍ତ ଥିବା କ୍ୟାମ୍ପସର ଜଣେ କର୍ମଚାରୀ ନାଗ ସାପକୁ…

ଆକାଶରୁ ଜାଲ ସହ ବୁଢିଆଣୀ ବର୍ଷା ହେବାର ଦେଖି ଆତଙ୍କିତ ଲୋକେ, ଜୀବ ବିଜ୍ଞାନୀ କହିଲେ ଏହା କାହିଁକି ହୁଏ

ନୂଆଦିଲ୍ଲୀ: ଆକାଶରୁ ବର୍ଷା ଜଳ, ବିଜୁଳି, ବରଫ କିମ୍ବା ଉଲକା ଖଣ୍ଡ ପଡୁଥିବାର ଆମେ ଜାରିଛୁ । କିନ୍ତୁ ଏସବୁ ପରିବର୍ତ୍ତେ ଯଦି କିଛି ଭୟାନକ ଜିନିଷ ଆକାଶରୁ ଖସିଲା ତେବେ ସମସ୍ତେ ଆତଙ୍କିତ ହୋଇଯିବେ ନିଶ୍ଚୟ । ସାନ…

ଘରୋଇ କଳିରୁ ଭଉଣୀକୁ ଗୁଳି ମାରିଲା ଭାଇ

କେନ୍ଦୁଝର: (ଓଡ଼ିଶା ଭାସ୍କର) ଘରୋଇ କଳିରୁ ଭଉଣୀକୁ ଗୁଳି ମାରିଲା ଭାଇ । କେନ୍ଦୁଝର ପାଣ୍ଡପଡା ଥାନା ସୋମଗିରି ଗ୍ରାମରେ ଅଘଟଣ। ନିଜ ଲାଇସେନ୍ସ ପ୍ରାପ୍ତ ବଧୁକରୁ ଗୁଳି ମାରି ଥାନାରେ ଆତ୍ମସମର୍ପଣ କଲା ଭାଇ । ଗୁରୁତର…