ସୋର: ବାହାଘର ଶୋଭାଯାତ୍ରା ପାଇଁ ବ୍ୟାଣ୍ଡ ପାର୍ଟି ଯାଉଥିବା ବେଳେ ଦୁର୍ଘଟଣା, ୧୧ ଗୁରୁତର
ବାଲେଶ୍ୱର: ବାହାଘର ବ୍ୟାଣ୍ଡ ପାର୍ଟି ଗାଡ଼ିକୁ ଧକ୍କା ଦେଲା କାର୍, ୧୧ ଜଣ ଗୁରୁତର ହୋଇଥିବା ସୂଚନା । ଖଇରା ଥାନା ଡୁଙ୍ଗୁରା ବଜାର ନିକଟରେ ବ୍ୟାଣ୍ଡ ପାର୍ଟି ଗାଡ଼ିକୁ ଧକ୍କା ଦେଲା କାର୍ । ଏହି ଦୁର୍ଘଟଣାରେ ଆହତ…