BGT ସିରିଜ ଅଧାରୁ ଭାରତ ଫେରିଲେ କୋଚ୍ ଗମ୍ଭୀର: ଦ୍ୱିତୀୟ ଟେଷ୍ଟରେ କିଏ ନେବ ଦାୟିତ୍ୱ?

ନୂଆଦିଲ୍ଲୀ: ବର୍ଡର ଭାଗାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ବିଶାଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ତେବେ ପ୍ରଥମ ବିଜୟ ପରେ ଦ୍ୱିତୀୟ ଟେଷ୍ଟ ପାଇଁ ଭାରତ ପ୍ରସ୍ତୁତି କରୁଛି । କିନ୍ତୁ ୟା ଭିତରେ ଦଳକୁ ଏକ ଶକ୍ତ ଝଟକା…

‘Pizza Hut’ରେ ବିକ୍ରି ହେଉଛି ସ୍ପେସାଲ ଆଇଟମ୍: ‘ଡିପ୍ ଫ୍ରାଇଡ ଫ୍ରଗ୍ ପିଜା’କୁ ଦେଖି ଗ୍ରାହକ କାବା

ଓଡ଼ିଶା ଭାସ୍କର: ଖାଦ୍ୟ ପଦାର୍ଥ ଅନେକ ସମୟରେ ବିଭିନ୍ନ ପ୍ରକାରର ରଚନାତ୍ମକ ଘଟଣା ଦେଖିବାକୁ ମିଳୁଛି । ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଏବଂ ନୂଆ ନୂଆ ଉପାୟ ଆପଣାଉଛନ୍ତି ହୋଟେଲ ମାଲିକ । କିନ୍ତୁ ପିଜା ଖାଇବାକୁ…

ସ୍ୱପ୍ନ ଶାସ୍ତ୍ରର ବଡ଼ କଥା: ମାର୍ଗଶିର ମାସରେ ଗୋମାତାଙ୍କୁ ଦେଖିଲେ, ମିଳେ କେଉଁ ସଙ୍କେତ?

ଓଡ଼ିଶା ଭାସ୍କର: ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ରାତିରେ ଗଭୀର ନିଦ୍ରା ସମୟରେ ଆସୁଥିବା ସ୍ୱପ୍ନ ଆମକୁ ଭବିଷ୍ୟତରେ ଘଟିବାକୁ ଥିବା ଶୁଭ ବା ଅଶୁଭ ସଙ୍କେତ ବିଷୟରେ ସୂଚନା ଦେଇଥାଏ। ଅନେକ ଥର ଆମେ ଏପରି ସ୍ୱପ୍ନ ଦେଖୁ,…

ଭିମସାରରୁ ଚୋରି ହେଲା ନବଜାତ ଶିଶୁ: ସଙ୍ଗୀନ ଅଭିଯୋଗ ଆଣିଲେ ଦମ୍ପତି

ସମ୍ବଲପୁର: ବୁର୍ଲା ଭିମସାର ମେଡିକାଲରୁ ଆସିଛି ଏକ ସଙ୍ଗୀନ ଅଭିଯୋଗ । ମେଡିକାଲରୁ ନବଜାତ ଶିଶୁ ଚୋରି ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ଦମ୍ପତି । ଛତିଶଗଡ଼ର ଦମ୍ପତି ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ମେଡିକାଲ…

ଗୁଗୁଲ ମ୍ୟାପ୍ ପାଇଁ ନିର୍ମାଣଧୀନ ପୋଲ ତଳକୁ ଗାଡ଼ି ଖସିବା ଘଟଣା: ଭୁଲ୍ କାହାର…?

ନୂଆଦିଲ୍ଲୀ: ବଦାୟୁଁ ଜିଲ୍ଲାର ଦାତାଗଞ୍ଜରେ ରାମଗଙ୍ଗା ନଦୀ ଉପରେ ଏକ କାର୍ ଅସମ୍ପୂର୍ଣ୍ଣ ପୋଲରୁ ଖସି ପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ସକାଳେ ବରେଲିରୁ ଡାଟାଗଞ୍ଜ ଯାଉଥିବା ୩ ଜଣ ବ୍ୟକ୍ତି ଗୁଗୁଲ୍ ମ୍ୟାପ୍…

୨୭ କୋଟିରୁ କେତେ ପାଇବେ ଋଷଭ ପନ୍ତ? ନିଲାମର ସବୁତକ ଟଙ୍କା ପାଇବେନି ଷ୍ଟାର କ୍ରିକେଟର

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ଶେଷ ହୋଇସାରିଛି ମେଗା ଅକ୍ସନ । ଏହି ନିଲାମୀରେ ଇତିହାସ ସୃଷ୍ଟି କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ଋଷଭ ପନ୍ତ । ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ଭାବରେ ବିକ୍ରି…

ବାଂଲାଦେଶର ଇସ୍କନ ପୂଜକ ଚିନ୍ମୟ ପ୍ରଭୁଙ୍କ ଗିରଫଦାରୀକୁ ନେଇ କଡ଼ା ସମାଲୋଚନା କଲା ଭାରତ

ନୂଆଦିଲ୍ଲୀ: ବାଂଲାଦେଶରେ ଇସ୍କନ ପୂଜକ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ମଙ୍ଗଳବାର (ନଭେମ୍ବର ୨୬, ୨୦୨୪) ନିନ୍ଦା କରିଛି ବନଭାରତ। ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଉଦ୍…

ବାଂଲାଦେଶୀ ନାବାଳିକା ଘଟଣା: ଲକ୍ଷ୍ମୀସାଗର ଅଞ୍ଚଳରୁ ଆଉ ୨ ଜଣଙ୍କୁ ଗିରଫ କଲା ପୋଲିସ

କଟକ: (ଓଡ଼ିଶା ଭାସ୍କର) ବାଂଲାଦେଶୀ ନାବାଳିକା ଘଟଣାରେ ଆଉ ୨ ଜଣଙ୍କୁ ଉଠାଇନେଲା ପୋଲିସ । ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରୁ ୨ ଜଣଙ୍କୁ ଉଠାଇ ନେଲା କମିଶନରେଟ୍ ପୋଲିସ । ୨ ବ୍ୟକ୍ତିଙ୍କୁ କଟକ ମଧୁପାଟଣା ଥାନା…

ରଣଜୀ ମ୍ୟାଚ୍‌ରେ ଗୋଟିଏ ଇନିଂସରେ ୧୦ ୱିକେଟ୍ ନେଇଥିବା ଅଂଶୁଲ କାମ୍ବୋଜଙ୍କୁ କିଏ କିଣିଲା?

ନୂଆଦିଲ୍ଲୀ: ରଣଜୀ ମ୍ୟାଚ୍ ରେ ଗୋଟିଏ ଇନିଂସରେ ସମସ୍ତ ୧୦ ୱିକେଟ୍ ନେବାର ରେକର୍ଡ ରଖୁଥିବା ଅଂଶୁଲ କାମ୍ବୋଜ ଆଇପିଏଲ୍ ନିଲାମରେ ବେସ୍ ପ୍ରାଇସ୍ ଠାରୁ ୧୧ ଗୁଣା ଅଧିକ ଟଙ୍କା ପାଇ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ କେରଳ…

ICSE, ISC ବୋର୍ଡ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର; ଜାରି ହେଲା ପରୀକ୍ଷା ଟାଇମ୍ ଟେବୁଲ

ନୂଆଦିଲ୍ଲୀ: ସିଆଇଏସ୍ସିଇ ବୋର୍ଡ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। କାଉନସିଲ୍ ଫର୍ ଦି ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକ୍ଜାମିନେସନ୍ (ସିଆଇଏସସିଇ)…