ପତ୍ନୀଙ୍କ ଓଠରୁ ଲିପଷ୍ଟିକ ଗାଏବ ହେବାକୁ ନେଇ ପତି ସୃଷ୍ଟି କଲେ ମହାଭାରତ, ଥାନାରେ ପହଞ୍ଚିଲା ମାମଲା

ଆଗ୍ରା: ବିବାହ ପରେ ପତି ପତ୍ନୀଙ୍କ ମଧ୍ୟରେ ଝଗଡା ହେବା ଏକ ସାଧାରଣ କଥା । ଅଧିକାଂଶ ଘରେ ଛୋଟ ଛୋଟ କଥାରେ ବି ଭୟଙ୍କର ଝଗଡା ହୋଇଥାଏ ।  ଉତ୍ତରପ୍ରଦେଶ ଆଗ୍ରାରୁ ଏପରି କିଛି ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ…

ICC ODI Rankingରେ ଜଲୱା ଦେଖାଇଲେ ରୋହିତ-ବିରାଟ-ଗିଲ୍: ଟପ୍-୧୦ ତାଲିକାରେ ଦମଦାର ଏଣ୍ଟ୍ରି

ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ରେ ଦମଦାର ଫର୍ମରେ ରହିଛନ୍ତି ଭାରତର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ । ଟୁର୍ଣ୍ଣାମେଣ୍ଟର ୩ଟି ଯାକ ମ୍ୟାଚରେ ୩ଜଣଙ୍କ ବ୍ୟାଟ୍ ଖୁବ ଜୋରରେ ଗର୍ଜନ କରୁଥିବା ଦେଖାଯାଇଛି । ଅଧିନାୟକ ରୋହିତ…

ପୁଣି ମାତୁଛି ଭାଇରସ୍: ୭ଟି ଗାଁରେ ଜାରି ହେଲା କଣ୍ଟେନମେଣ୍ଟ ଜୋନ୍, ଖୋଲିବନି ସ୍କୁଲ

କେରଳ: ପୁଣିଥରେ ନିପା ଭାଇରସକୁ ନେଇ ବଢୁଛି ଆତଙ୍କ । କେରଳରେ ୨ ଜଣଙ୍କର ମୃତ୍ୟୁ ପରେ ନିପା ଭାଇରସକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି । ତେବେ ଏହି ଭାଇରସକୁ ରୋକିବା ପାଇଁ ପୁଣି ପେରିଛି କଣ୍ଟେନମେଣ୍ଟ ଜୋନ୍ ।…

ହଁ ଏଲିଅନ ଅଛନ୍ତି, ବୈଜ୍ଞାନିକମାନେ ପ୍ରଦର୍ଶନ କଲେ ୧୦୦୦ ବର୍ଷ ତଳର ୨ଟି ଏଲିଅନର ମୃତଶରୀର

ନୂଆଦିଲ୍ଲୀ: ସତରେ କ’ଣ ଏଲିଅନ ଅଛନ୍ତି ? ଏହି ରହସ୍ୟ ଉପରୁ ଏବେ ମେକ୍ସିକୋର ବୈଜ୍ଞାନିକମାନେ ପରଦା ହଟାଇଛନ୍ତି । ଏକାଧିକ ରିପୋର୍ଟରୁ ଜଣାପଡିଛି ମେକ୍ସିକୋରେ ୨ଟି ଏଲିଅନର ମୃତଦେହର ସନ୍ଧାନ କରାଯାଇଛି । ମେକ୍ସିକୋ…

ପ୍ରଳୟ ରଚିଲା ଘୂର୍ଣ୍ଣି ଝଡ ଡାନିଏଲ୍‌; ନଦୀ ଗାଏବ, ଘରଦ୍ୱାର ଧ୍ୱସ୍ତ ବିଧ୍ୱସ୍ତ, ୫୩୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ:ଲିିବିୟାର ପୂର୍ବତ୍ତୋର ସହର ଡର୍ନାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୦୦ରୁ ଅଧିକ ଲୋକଙ୍କ ମୃତଦେହ ମିଳିଛି । ତେବେ ଏଠାରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ୫୩୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବାର ଓ ୧୦,୦୦୦ରୁ…

ଜି୨୦ ଅତିଥିଙ୍କୁ ଉପହାର ସ୍ୱରୂପ ମିଳିଛି ଏକ ପୁସ୍ତିକା, ଯେଉଁଥିରେ ରହିଛି ଭାରତର ୮୦୦୦ ବର୍ଷର ଗୌରବମୟ ଇତିହାସ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆୟୋଜିତ ଜି ୨୦ ରାଷ୍ଟ୍ରର ସମ୍ମିଳନୀ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ଏହି ସମ୍ମିଳନୀ ଉପଲକ୍ଷେ ୨୦ଟି ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟଙ୍କ ସହ ବହୁ ପଦାଧିକାରୀ ଭାରତ ଗସ୍ତ କରି ବିକଶିତ…

ଅଭିନବ ବିରୋଧ ପ୍ରଦର୍ଶନ; ସନାତନ ଧର୍ମକୁ ଡେଙ୍ଗୁ କହିଥିବା ଷ୍ଟାଲିନଙ୍କୁ ପାଦରେ ଦଳି ଈଶ୍ୱରଙ୍କ ଦର୍ଶନରେ ଯାଉଛନ୍ତି ଶ୍ରଦ୍ଧାଳୁ

ଇନ୍ଦୋର: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନଙ୍କ ପୁଅ ତଥା ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ସନାତନ ଓ ହିନ୍ଦୁ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟକୁ ନେଇ ଦେଶରେ ହଙ୍ଗାମା ସୃଷ୍ଟି ହୋଇଛି । ସାଧାରଣ…

ପ୍ରକାଶ ପାଇଲା ରାଜ୍ୟ ସରକାରଙ୍କ ଶିକ୍ଷା ବର୍ଷ କ୍ୟାଲେଣ୍ଡର, ଚଳିତ ବର୍ଷ ବି ହେବନି ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର : ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ । କାରଣ ରାଜ୍ୟ ସରକାର ଯେଉଁ କ୍ୟାଲେଣ୍ଡର ଜାରି କରିଛନ୍ତି ସେଥିରେ ନିର୍ବାଚନ ସମ୍ପର୍କରେ ଉଲ୍ଲେଖ ନାହିଁ । ରାଜ୍ୟ ସରକାର ଉଚ୍ଚ ଶିକ୍ଷା ବିଭାଗ ପାଇଁ…

ପିଲା ଖାଇବେନି ସ୍ୱିଗି ଓ ଜୋମାଟୋ ଖାଦ୍ୟ, କେବଳ ମା’ ହାତ ତିଆରି ଖାଦ୍ୟ ପିଲାକୁ ଦେବାକୁ କୋର୍ଟ ଶୁଣାଇଲେ ନିଷ୍ପତ୍ତି

ତିରୁଅନନ୍ତପୁରମ୍‌: କେରଳ ହାଇକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ ମା’ଙ୍କ ହାତ ତିଆରି ଖାଦ୍ୟକୁ ପ୍ରଶଂସା କରିବା ସହିତ କହିଛନ୍ତି ଯଦି ପିତାମାତା ସେମାନଙ୍କ ପିଲାମାନଙ୍କୁ ଖରାପ…

ଏସିଆ କପ୍ ରେ ଇତିହାସ ରଚିଲେ ସାର୍ ଜାଡେଜା: ବୋଲିଂରେ କରିଦେଲେ ଏଭଳି କମାଲ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଅଧିନାୟକ ରୋହିତ ଶର୍ମାଙ୍କ ପରେ ଅଲରାଉଣ୍ଡର ସାର୍ ଜାଡେଜା ନିଜର କମାଲ ଦେଖାଇଛନ୍ତି । ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୱିକେଟ ନେଇ ନିଜକୁ ବିଶ୍ୱର ସର୍ବଶ୍ରେଷ୍ଠ ଅଲରାଉଣ୍ଡର…