Big Breaking… ବିରୂପା ପରେ ବ୍ରାହ୍ମଣୀରେ କୁମ୍ଭୀର ଆତଙ୍କ: ମଇଁଷି ଚରାଳିଙ୍କୁ ଟାଣିନେଲା କୁମ୍ଭୀର

ରାଜନଗର: ସାରା ରାଜ୍ୟରେ ଏବେ କୁମ୍ଭୀର ଆତଙ୍କ ଖେଳିଯାଇଛି । ବିରୂପା ନଦୀରେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେବା ପରେ ଏବେ ସବୁଆଡେ କୁମ୍ଭୀରର ଭୟ ଖେଳିଯାଇଛି । ଏହା ଭିତରେ ଏବେ ଆଉ ଜଣେ ବ୍ୟକ୍ତି କୁମ୍ଭୀରର ଶିକାର…

SSB Recruitment; ୧୦୦୦ରୁ ଅଧିକ ପଦବୀରେ ମିଳିବ ନିଯୁକ୍ତି: ଜାଣନ୍ତୁ ଆବେଦନର ତାରିଖ ଏବଂ ପ୍ରକ୍ରିୟା

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ଭବିଷ୍ୟତ ଗଢିବା ପାଇଁ ଇଚ୍ଛା ରଖୁଥିବା ପ୍ରାର୍ଥିମାନଙ୍କ ପାଇଁ ଆସିଛି ଏକ ଖୁସିର ଖବର । ରାଜ୍ୟ ସିଲେକ୍ସନ ବୋର୍ଡ ପକ୍ଷରୁ ଏକ ବଡ଼ ନିଯୁକ୍ତି ପ୍ରକ୍ରିୟାରେ ୧୦୦୦ରୁ ପଦବୀ ପାଇଁ ଅଧିକ…

ସେପ୍ଟେମ୍ବରରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ: କାମ ଥିଲେ ଏବେ ହିଁ ସାରି ଦିଅନ୍ତୁ

ନୂଆଦିଲ୍ଲୀ: ଆଉ ଗୋଟିଏ ଦିନ ପରେ ଆରମ୍ଭ ହୋଇଯିବ ସେପ୍ଟେମ୍ବର ମାସ । ତେବେ ଏହି ମାସରେ ବ୍ୟାଙ୍କ ସହ ଜଡ଼ିତ କିଛି କାମ ଥିଲେ ଏହାକୁ ଯଇାଶୀଘ୍ର ସାରି ଦିଅନ୍ତୁ । ନଚେତ୍ ବ୍ୟାଙ୍କରେ ସମୟ ପାଇବା କଷ୍ଟସାଧ୍ୟ ହୋଇପଡ଼ିବ ।…

୧୨୦ ବର୍ଷରେ ସବୁଠୁ ଶୁଖିଲା ଅଗଷ୍ଟ: କାହିଁକି ହେଉନି ବର୍ଷା?

ନୂଆଦିଲ୍ଲୀ: ମୌସୂମୀ ବିଭାଗର ରିପୋର୍ଟ ଅନୁସାରେ, ଚଳିତବର୍ଷର ବର୍ଷା ସାରା ଦେଶବାସୀଙ୍କୁ ହତାଶ କରିଛି । ୧୨୦ ବର୍ଷ ମଧ୍ୟରେ ଚଳିତବର୍ଷର ଅଗଷ୍ଟ ମାସ ଅଧିକ ଶୁଷ୍କ ଭାବରେ ରେକର୍ଡ କରାଯାଇଛି । ୧୯୦୧ ମସିହା ପରେ…

ଆଜିଠାରୁ ମିଳିବ ବିଶ୍ୱକପ ଟିକେଟ: କେବେ, କେଉଁଠି ଏବଂ କେଉଁ ମ୍ୟାଚ ପାଇଁ ମିଳିବ ଟିକେଟ ଜାଣନ୍ତୁ…

ନୂଆଦିଲ୍ଲୀ: ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇସାରିଛି । ଏଥିପାଇଁ ଉତ୍ସାହ ବଢୁଥିବା ବେଳେ ଦିନିକିଆ ବିଶ୍ୱକପକୁ ଅପେକ୍ଷା କରିଛନ୍ତି କ୍ରିକେଟପ୍ରେମୀ । ତେବେ ସେମାନଙ୍କ ପାଇଁ ଆଜି ଏକ ଖୁସି ଖବର ଆସିଛି ।…

ଏହି ୩ ରୋଗ ବଢାଇଦିଏ ହୃଦଘାତ ଓ ଷ୍ଟ୍ରୋକର ଆଶଙ୍କା, ଏକ ନୂତନ ଅଧ୍ୟୟନରୁ ବଡ ଖୁଲାସା

ନୂଆଦିଲ୍ଲୀ:ଆଜିକାଲି ମୋଟାପା, ଉଚ୍ଚ ରକ୍ତଚାପ, ଡାଇବେଟିସ୍, କୋଲେଷ୍ଟ୍ରଲ ପରି ସମସ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ସାରା ବିଶ୍ୱରେ ହୋଇଥିବା ବିଭିନ୍ନ ଅଧ୍ୟୟନରୁ ଜଣାପଡିଛି ଏହିସବୁ ରୋଗ ଏତେ ଭୟାନକ ଯେ, ଏମାନେ…

୩୧ ଅଗଷ୍ଟରେ ଏହି ଅମୃତ କାଳରେ ଭାଇ ହାତରେ ବାନ୍ଧନ୍ତୁ ରାକ୍ଷୀ, ଏହି ୪୮ ମିନିଟ୍ ସବୁଠାରୁ ଶୁଭ

ଚଳିତ ବର୍ଷ ୩୦ ଅଗଷ୍ଟରେ ଭଦ୍ରା କାଳ ପଡୁଥିବାରୁ ଏହି ସମୟରେ ରାକ୍ଷୀ ନ ବାନ୍ଧି ବହୁ ଲୋକ ୩୧ ଅଗଷ୍ଟର ଶୁଭ ମୁହୂର୍ତ୍ତକୁ ଚାହିଁ ରହିଛନ୍ତି । ଏହିଦିନ ବି ରାକ୍ଷୀ ବାନ୍ଧିବା ଲାଗି ଆପଣଙ୍କ ଲାଗି ବହୁତ କମ୍ ଶୁଭ ସମୟ…

(Video) ଚନ୍ଦ୍ରରେ ବିଚରଣ କରୁଛି ଏକ ମାନବ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଚନ୍ଦ୍ରପୃଷ୍ଠର ଏହି ଫଟୋ, ବିସ୍ମୟ ଭିଡିଓକୁ ନେଇ ସବୁଠି ଚର୍ଚ୍ଚା

ନୂଆଦିଲ୍ଲୀ: ଆଜିକୁ ଠିକ୍ ସାତ ଦିନ ତଳେ ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା ଯେତେବେଳେ ଚନ୍ଦ୍ରଯାନ ୩ ଧୀରେ ଧୀରେ ଚନ୍ଦ୍ରମାର ଦକ୍ଷିଣ ମେରୁରେ ଅବତରଣ କରିଥିଲା । ବିକ୍ରମ ଲ୍ୟାଣ୍ଡର ଯେବେଠାରୁ…

ସେପ୍ଟେମ୍ବରରେ ହେବାକୁ ଯାଉଛି ଏହିସବୁ ବଡ ପରିବର୍ତ୍ତନ, ଆପଣଙ୍କ ପକେଟ ଉପରେ ସିଧା ପଡିବ ପ୍ରଭାବ

ନୂଆଦିଲ୍ଲୀ: ଅଗଷ୍ଟ ମାସ ସରିବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି । ଏହାପରେ ଆରମ୍ଭ ହେବାକୁ ଯାଉଛି ସେପ୍ଟେମ୍ବର ମାସ । ଦେଶରେ ପ୍ରତି ମାସର ପ୍ରଥମ ତାରିଖରେ କିଛି ପରିବର୍ତ୍ତନ ହୋଇଥାଏ । ଏହି ପରିବର୍ତ୍ତନ ସିଧା…

ରକ୍ଷା ବନ୍ଧନରେ ସବୁଠାରୁ ଅଧିକ ରାକ୍ଷୀ ବାନ୍ଧିଥାନ୍ତି ଏହି ଶିକ୍ଷକ, ଧାଡିରେ ଛିଡା ହୋଇ ୧୦,୦୦୦ ଛାତ୍ରୀ ଜଣ ଜଣ କରି ବାନ୍ଧିଥାନ୍ତି ରାକ୍ଷୀ

ପାଟନା: ସ୍ନେହ, ପ୍ରେମ, ଭଲପାଇବାର ପବିତ୍ର ବନ୍ଧନ ହେଉଛି ରକ୍ଷା ବନ୍ଧନ । ଭାଇ ଓ ଭଉଣୀର ପବିତ୍ର ସଂପର୍କକୁ ଆହୁରି ସୁଦୃଢ କରିଥାଏ ଏହି ରକ୍ଷା ସୂତ୍ର । ଏହି ରକ୍ଷା ବନ୍ଧନ ଉତ୍ସବ ଉପଲକ୍ଷେ ଏକ ଭଲ ଖବର ସାମ୍ନାକୁ…