ପ୍ରିୟଙ୍କାଙ୍କ ଲେଉଟାଣି: ଏହି ଫିଲ୍ମ ପାଇଁ ଚାର୍ଜ କରିଛନ୍ତି ଏତେ କୋଟି ଟଙ୍କା, ଜାଣିଲେ ପାଦତଳୁ ଖସିଯିବ ମାଟି…
ମୁମ୍ବାଇ: ବଲିଉଡର ଦେଶୀ ଗର୍ଲ ଅର୍ଥାତ୍ ପ୍ରିୟଙ୍କା ଚୋପ୍ରା ଦୀର୍ଘଦିନ ଧରି ହିନ୍ଦୀ ଫିଲ୍ମରୁ ଦୂରରେ ଅଛନ୍ତି। ଏହି ଅଭିନେତ୍ରୀଙ୍କୁ ଶେଷଥର ପାଇଁ ୨୦୧୯ରେ ରିଲିଜ୍ ହୋଇଥିବା ଫିଲ୍ମ "ଦି ସ୍କାଏ ଇଜ୍ ପିଙ୍କ"ରେ…