ରାତିଅଧରେ ହଠାତ୍ ନିଜ ଗୁପ୍ତାଙ୍ଗ କାଟିଲେ ବ୍ୟକ୍ତି, ଶିବ ମନ୍ଦିରରେ ନେଇ ଚଢ଼ାଇଦେଲେ, କାରଣ ଜାଣିଲେ…
ଲକ୍ଷ୍ନୌ,୨୭ା୧: ଉତ୍ତରପ୍ରଦେଶର ସୀତାପୁରରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି ରାତି ଅଧରେ ନିଜ ଗୁପ୍ତାଙ୍ଗ କାଟି ଶିବ ମନ୍ଦିରରେ ନେଇ ଚଢ଼ାଇ ଦେଇଛନ୍ତି । ଯାହା ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି ।…