ବିଗ୍ବସ୍-୧୮ରେ ନଜର ଆସିବେ ଚହଲ, ସାମ୍ନାକୁ ଆସିଲା ସଲମାନଙ୍କ ସେଟର ପ୍ରଥମ ଫଟୋ
ମୁମ୍ୱାଇ: ଭ।ରତୀୟ ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ ଆଜିକ।ଲି ତ।ଙ୍କ ପତ୍ନୀ ଧନଶ୍ରୀ ବର୍ମ।ଙ୍କ ଠ।ରୁ ଛ।ଡପତ୍ର ଖବର ଯୋଗୁ ଚର୍ଚ୍ଚ।ରେ ଅଛନ୍ତି। ତଥ।ପି ଏହି ଦମ୍ପତି ଏହି ଗୁଜବ ଉପରେ ସିଧ।ସଳଖ କଥ। ହୋଇନ।ହ।ନ୍ତି। ଏହି…