ବାଦୁୁଡ଼ିଠାରୁ ମିଳିଲା ୨୦ ନୂଆ ଭାଇରସ୍, ମଣିଷ ପାଇଁ କେତେ ବିପଦ? ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ…
ବେଜିଂ,୨୬ା୬: ଚୀନ୍ର ୟୁନାନ୍ ପ୍ରଦେଶରେ ବୈଜ୍ଞାନିକମାନେ ବାଦୁଡ଼ିରୁ୨୦ଟି ନୂଆ ଭାଇରସ୍ ପାଇଛନ୍ତି। ୟୁନାନ୍ ପ୍ରଦେଶର ଏକ ଫଳ ବଗିଚାରେ ବୈଜ୍ଞାନିକମାନେ ବାଦୁଡ଼ିର କିଡନୀରେ୨୦ଟି ନୂଆ ଭାଇରସ୍ ଆବିଷ୍କାର କରିଛନ୍ତି।…