ଗୋଟିଏ ମୃତଦେହକୁ ଗୋଟିଏ ଟିମ୍, ଜାଣନ୍ତୁ ବିମାନ ଦୁର୍ଘଟଣାର ଶିକାର ହୋଇଥିବା ପରିବାରବର୍ଗ କେବେ ପାଇବେ ସେମାନଙ୍କ ମୃତଦେହ
ଅହମ୍ମଦାବାଦ,୧୫ା୬: ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ମୃତଦେହ ପାଇଁ ଆହୁରି ଟିକିଏ ଅପେକ୍ଷା କରିବାକୁ ପଡ଼ିପାରେ। ଯେଉଁମାନଙ୍କର ଡିଏନଏ ମେଳ ଖାଇଲା ସେମାନଙ୍କର ମୃତଦେହ ହସ୍ତାନ୍ତର କରାଯାଇଛି।…