ଭୂମିହୀନଙ୍କଠାରୁ RI ନେଉଥିଲେ ୪୦୦୦୦ ଟଙ୍କା ଲାଞ୍ଚ, ମାଡ଼ିବସିଲା ଭିଜିଲାନ୍ସ

ସମ୍ବଲପୁର,୧୨ା୬: ଆଜି ଅର୍ଥାତ୍ ଗୁରୁବାର ସମ୍ବଲପୁରର ଜମନକିରା ତହସିଲ ଅନ୍ତର୍ଗତ ଗୌଡ଼ପାଲି ରାଜସ୍ୱ ସର୍କଲ ଅନ୍ତର୍ଗତ ରାଜସ୍ୱ ନିରୀକ୍ଷକ (RI) ଭୀଷ୍ମ ପ୍ରଧାନ  ଜଣେ ଅଭିଯୋଗକାରୀଙ୍କଠାରୁ ତାଙ୍କ ଏବଂ ତାଙ୍କ ପରିବାରର…

ଏୟାର ଇଣ୍ଡିଆ ବିମାନ ଉଡ଼ାଉଥିବା ପାଇଲଟ୍‌ ସୁମିତ୍‌ ସବରଓ୍ବାଲ କିଏ? କ’ଣ ଥିଲା ତାଙ୍କ ଅଭିଜ୍ଞତା… 

ଅହମ୍ମଦାବାଦ,୧୨ା୬: ଅହମ୍ମଦାବାଦରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ୨୪୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନର ପାଇଲଟଙ୍କ ନାମ କ୍ୟାପ୍ଟେନ ସୁମିତ ସବରଓ୍ବାଲ। ୍‌…

ଭଦ୍ରକ ଗୋଷ୍ଠୀ ସଂଘର୍ଷରେ ମୃତ ସନ୍ତୋଷ ପରିଡ଼ାଙ୍କ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବେ ସରକାର

ଭୁବନେଶ୍ୱର,୧୨ା୬: ଭଦ୍ରକ ତିହିଡ଼ି ଥାନା ଅଞ୍ଚଳରେ ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ସନ୍ତୋଷ ପରିଡ଼ାଙ୍କ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ସରକାର ବହନ କରିବେ ବୋଲି…

ଦିବ୍ୟାଙ୍ଗ ପରିବାରକୁ ଘର ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨ା୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲାର କୋରେଇ ବ୍ଲକ ଅନ୍ତର୍ଗତ ଅନ୍ଧାରୀ ଗ୍ରାମର ୪୧ ବର୍ଷୀୟ ଜଣେ ଶତ ପ୍ରତିଶତ ଦୃଷ୍ଟି ବାଧିତ ଦିବ୍ୟାଙ୍ଗ ପ୍ରଫୁଲ୍ଲ କୁମାର ଦାସଙ୍କ ସମସ୍ୟା ବିଷୟରେ…

ସ୍ୱାମୀଙ୍କୁ ମର୍ଡର କରିବା ପୂର୍ବରୁ ମଙ୍ଗଳସୂତ୍ର କାଢ଼ି ଦେଇଥିଲେ ସୋନମ, ସାମ୍ନାକୁ ଆସିଲା ଆଉ ଏକ ବଡ଼ କାରଣ…

ଶିଲଂ,୧୧ା୬: ବହୁ ଚର୍ଚ୍ଚିତ ରାଜା ରଘୁବଂଶୀ ହତ୍ୟା ମାମଲାରେ ପୋଲିସ ହାତରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ଲାଗୁଛି । ପ୍ରଥମେ ଶିଲଂ ପୋଲିସ ଜାଣି ନଥିଲା ଯେ ଏହା ଅପହରଣ ମାମଲା, ନିଖୋଜ ମାମଲା ନା ହତ୍ୟା ମାମଲା, କିନ୍ତୁ…

Raja Raghuwanshi Murder Case: ଚୁପଚାପ୍ ଖାଦ୍ୟ ଖାଇନେଲେ ସୋନମ, ପ୍ରେମିକଙ୍କ ସହ ହେଲେନି ପଦିଏ ବି କଥା

ଶିଲଂ,୧୧ା୬: ମେଘାଳୟରେ ହନିମୁନ୍ ସମୟରେ ସ୍ୱାମୀ ରାଜା ରଘୁବଂଶୀଙ୍କ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ସୋନମ ରଘୁବଂଶୀ ଏବଂ ତାଙ୍କର ଅନ୍ୟ ଚାରି ସହଯୋଗୀଙ୍କୁ ଶିଲଂ କୋର୍ଟ ୮ ଦିନିଆ ପୋଲିସ ହେପାଜତକୁ ପଠାଇ ଦେଇଛି। ସୋନମ…

ଖାଇବା ତେଲର ଦାମ୍ କମାଇଲେ ସରକାର, ଗୃହିଣୀଙ୍କୁ ଦେବ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୧ା୬:  ଖାଇବା ତେଲର ଦାମ୍ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ୍ ନଷ୍ଟ କରୁଥିଲା। ସେପ୍ଟେମ୍ବର ୨୦୨୪ରେ ସରକାର ଆମଦାନୀ ଶୁଳ୍କ ବୃଦ୍ଧି କରିଥିଲେ, ଯାହା ପରେ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ତେଲର ମୂଲ୍ୟ ବୃଦ୍ଧି…

ଟ୍ରମ୍ପଙ୍କୁ କ୍ଷମା ମାଗିଲେ ମସ୍କ, କହିଲେ ‘ମୁଁ ସୀମା ଉଲ୍ଲଂଘନ କରିଛି’

କୁହାଯାଏ, ଶତ୍ରୁତାକୁ ସର୍ବନିମ୍ନ ରଖିବା ଉଚିତ ଯାହା ଦ୍ୱାରା ସମାଧାନର ସୁଯୋଗ ରହିବ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଶିଳ୍ପପତି ଏଲନ ମସ୍କଙ୍କ ମଧ୍ୟରେ ମଧ୍ୟ ସମାନ କିଛି ଘଟିଛି। ଟ୍ରମ୍ପ ଏବଂ ମସ୍କଙ୍କ…

ପାକିସ୍ତାନର ପ୍ରତିରକ୍ଷା ବଜେଟ୍ ଭାରତର ଏହି ରାଜ୍ୟର ବଜେଟ୍ ତୁଳନାରେ କମ୍, ଅସ୍ତ୍ରଶସ୍ତ୍ରରେ ଖର୍ଚ୍ଚ କରେ…

ଇସଲାମାବାଦ/ନୂଆଦିଲ୍ଲୀ,୧୧ା୬: ଭାରତ ସହିତ ଉତ୍ତେଜନା ପରେ ପାକିସ୍ତାନର ଗୁପ୍ତ କଥା ସବୁ ଧିରେ ଧିରେ ପଦାକୁ ଆସୁଛି । ଭାରତ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ସାହାଯ୍ୟରେ ପାକିସ୍ତାନ ଭିତରେ ଆକ୍ରମଣ କରି ବହୁତ କ୍ଷତି…

ସରିଲା ନିର୍ବନ୍ଧ: ବାହା ହେବେ ‘ବାଳିକା ବଧୂ’ର ଆନନ୍ଦୀ, ପ୍ରେମିକଙ୍କ ସହ ଫଟୋ ଶେୟାର କରି କହିଲେ ସେ ପଚାରିଲେ, ଆଉ ମୁଁ…

ମୁମ୍ବାଇ,୧୧ା୬: 'ବାଲିକା ବଧୂ' ଧାରାବାହିକ ମାଧ୍ୟମରେ ପ୍ରତ୍ୟେକ ଘରେ ପ୍ରସିଦ୍ଧ ହୋଇଥିବା ଅଭିନେତ୍ରୀ ଅବିକା ଗୌରଙ୍କର ତାଙ୍କ ପ୍ରେମିକ ମିଲିନ୍ଦ ଚାନ୍ଦୱାନୀଙ୍କ ସହ ନିର୍ବନ୍ଧ ସରିଛି। ଦୁହେଁ ବହୁତ ଦିନ ଧରି ଡେଟିଂ…