ଯାଆଁଳା ଭଉଣୀଙ୍କ ହାତ ଧରିଲେ ଯାଆଁଳା ଭାଇ, ଭିଡିଓ ଦେଖିଲେ କହିବେ ଏମିତି ବିବାହ…

ଥରେ ଭାବିଲେ ସମାନ ମଣ୍ଡପ। ସମାନ୍ୟ କନ୍ୟାଙ୍କୁ ସମାନ ବର। କେହି ବି ଚିହ୍ନିପାରିବେନି କାହା ବର କିଏ କାହା କନ୍ୟା କିଏ। ଏହି ବିବାହ ଯିଏ ଦେଖିବ ସେ ଆଶ୍ଚର୍ଯ୍ୟ ହୋଇଯିବ। ଏବେ ସେମିତି ଏକ ବିବାହ ସହିତ ଜଡ଼ିତ ଏକ ଭିଡିଓ…

ହାର୍ଟଆଟାକ୍‌ ଆଶଙ୍କା ଦୂର କରେ କଞ୍ଚାଲଙ୍କା

କଞ୍ଚାଲଙ୍କାରେ ଅନେକ ପୋଷକ ତତ୍ତ୍ୱ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ ଯାହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇପାରେ। କଞ୍ଚା ଲଙ୍କାରେ ଭିଟାମିନ ସି, ଭିଟାମିନ ଏ, ବିଟା-କ୍ୟାରୋଟିନ୍‌, ଆଇରନ ଏବଂ ପୋଟାସିୟମ ଭଳି ଉପାଦାନ…

ବେଙ୍ଗାଲୁରୁରେ ତାଣ୍ଡବ ରଚିଲା ବର୍ଷା, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି

ବେଙ୍ଗାଲୁରୁ,୧୯ା୫: ବେଙ୍ଗାଲୁରୁରେ ଅସ୍ୱାଭାବିକ ଭାବରେ ପ୍ରବଳ ପ୍ରାକ୍-ମୌସୁମୀ ବର୍ଷା ହୋଇଥିଲା, ଯାହା ଫଳରେ ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ଜଳବନ୍ଦୀ, ଟ୍ରାଫିକ୍ ଜାମ୍ ଏବଂ ବନ୍ୟା ସୃଷ୍ଟି ହୋଇଥିଲା। ସୋମବାର…

ଗରମ ଦିନରେ ହାର୍ଟଆଟାକର ସମ୍ଭାବନା ଅଧିକ, ଜାଣନ୍ତୁ କେଉଁମାନଙ୍କୁ କାହିଁକି ହୁଏ…

ଅତ୍ୟଧିକ ଗରମ ଲହରୀ ଆପଣଙ୍କୁ ଅନେକ ରୋଗର ଶିକାର କରିପାରେ, ଆପଣ କ’ଣ ଜାଣନ୍ତି କି ଏହି ଗରମରେ ଅଧିକ ସମୟ ବାହାରେ ରହିବା ଆପଣଙ୍କୁ ହାର୍ଟଆଟାକ ବା ହୃଦଘାତର ଶିକାର କରିପାରେ। କାରଣ ଗ୍ରୀଷ୍ମ ଋତୁରେ ଅତ୍ୟଧିକ ଝାଳ…

କମ୍ପ୍ୟୁଟର କୋର୍ସରେ କେତେ ନମ୍ବର ପାଇଥିଲେ ଏଲନ ମସ୍କ, ସ୍କୋରକାର୍ଡ ଭାଇରାଲ କରିଦେଲେ ମା’

ୱାଶିଂଟନ,୧୯ା୫: ଟେସଲାର ସିଇଓ ଏବଂ ବିଶ୍ୱର ସବୁଠାରୁ ଧନୀ ଏଲନ ମସ୍କ ତାଙ୍କ ପାଠପଢ଼ା ସମୟରେ କମ୍ପ୍ୟୁଟର ବିଷୟରେ କେତେ ସ୍ମାର୍ଟ ଥିଲେ ତାହାର ପ୍ରମାଣ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ସମ୍ପ୍ରତି ତାଙ୍କ ମା' ମେ…

ଯୁଦ୍ଧବିରତିକୁ ନେଇ ବୈଦେଶିକ ସଚିବଙ୍କ ସ୍ପଷ୍ଟ ବୟାନ, କହିଲେ ଟ୍ରମ୍ପଙ୍କ କୌଣସି ଭୂମିକା ନାହିଁ, ଆମେ ଦୁଇ ଦେଶ…

ନୂଆଦିଲ୍ଲୀ,୧୯ା୫: ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ସୋମବାର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ହୋଇଥିବା ଭାରତ-ପାକିସ୍ତାନ ସାମରିକ ସଂଘର୍ଷ ଉପରେ ସଂସଦୀୟ କମିଟିକୁ ସୂଚନା ଦେଇଥିଲେ। ସୂତ୍ର ଅନୁଯାୟୀ, କମିଟିର ଅନେକ…

ଏହି ବ୍ୟାଙ୍କରେ ଖାଲିପଡ଼ିଛି ଲୋକାଲ୍ ବ୍ୟାଙ୍କ ଅଫିସର ପଦବୀ, ତୁରନ୍ତ କରନ୍ତୁ ଏମିତି ଆବେଦନ, ଦରମା ପାଇବେ ଏତିକି…

ବ୍ୟାଙ୍କରେ କାମ କରିବା ଅନେକ ଲୋକଙ୍କ ସ୍ୱପ୍ନ ରହିଥାଏ।  କାରଣ ଏହା କେବଳ ଦରମା ପ୍ରଦାନ କରେ ନାହିଁ ବରଂ ସୁରକ୍ଷା, ସମ୍ମାନ ଏବଂ ସୁବିଧାର ଏକ ସମ୍ପୂର୍ଣ୍ଣ ପ୍ୟାକେଜ୍ ମଧ୍ୟ ପ୍ରଦାନ କରେ। ଏହା ପଛରେ ଆହୁରି ଅନେକ କାରଣ…

ତୃତୀୟ ବିଶ୍ୱଯୁଦ୍ଧ ହେଲେ କେଉଁ ଦେଶ ରହିବେ ଗୋଟିଏ ପଟେ ? କାହା ବିରୋଧରେ ହେବ ଯୁଦ୍ଧ; ଏଥିରେ ଭାରତର ଭୂମିକା କ’ଣ ରହିବ…

ନୂଆଦିଲ୍ଲୀ,୧୯ା୫:  ବିଶ୍ୱର ଅନେକ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଗୋଟିଏ ପଟେ ଗତ ତିନି ବର୍ଷ ଧରି ରୁଷ-ୟୁକ୍ରେନ ଯୁଦ୍ଧଚାଲିଥିବାବେଳେ ଅନ୍ୟପଟେ ମଧ୍ୟପ୍ରାଚ୍ୟରେ ଭୟଙ୍କର ହତ୍ୟାକାଣ୍ଡ ପରେ ତୁର୍କୀ ଏବଂ…

ଚୌକିରେ ‘ଝୁଲେଲାଲ’, ଆରଜେଡିର ପୋଷ୍ଟରକୁ ନେଇ ବିହାରରେ ହଇଚଇ

ପାଟନା,୧୯ା୫: ରାଷ୍ଟ୍ରୀୟ ଜନତା ଦଳ (RJD) ଦ୍ୱାରା ସୋସିଆଲ ମିଡିଆରେ କରାଯାଇଥିବା ଏକ ପୋଷ୍ଟ ବିହାର ରାଜନୀତିରେ ହଇଚଇ ସୃଷ୍ଟି କରିଛି। NDAର ସହଯୋଗୀ ଦଳଗୁଡ଼ିକ RJDର ଏହି ପୋଷ୍ଟକୁ ସିଧାସଳଖ ଆକ୍ରମଣ କରିଛନ୍ତି। RJDର…

ଭାରତରେ ଫେଲ୍ ମାରିଲା ବ୍ରିଟେନର ‘Vodafone’, କ୍ଷତି ସହିବେ ୨୦ କୋଟି ଗ୍ରାହକ

ନୂଆଦିଲ୍ଲୀ,୧୯ା୫: ଗୋଟିଏ ସମୟ ଥିଲା ଯେତେବେଳେ ଭୋଡାଫୋନର 'ହେଲୋ' ସମଗ୍ର ଭାରତରେ ପ୍ରତିଧ୍ୱନିତ ହୋଇଥିଲା। ବ୍ରାଣ୍ଡ ପ୍ରମୋସନରେ ଦେଖାଯାଉଥିବା 'ପଗ୍ ପ୍ରଜାତିର' କୁକୁର ଏତେ ଲୋକପ୍ରିୟ ହୋଇଯାଇଥିଲା ଯେ. ଲୋକମାନେ…