ଜଳପରୀ ସାଜି ପହଁରୁଥିଲେ ଯୁବତୀ, ହଠାତ୍ ସାର୍କ କଲା ଏମିତି କାମ, ଭିଡିଓ ଦେଖିଲେ ବନ୍ଦ ହୋଇଯିବ ନିଃଶ୍ୱାସ
ମଣିଷ ପାଇଁ ବିପଦଜନକ ମାଛ ମଧ୍ୟରେ ସାର୍କ ସାର୍କ ହେଉଛି ଅନ୍ୟତମ । ଯଦିଓ ସାର୍କ ଆକ୍ରମଣ ବହୁତ କମ୍, କିଛି ପ୍ରଜାତି ଯେପରିକି ଗ୍ରେଟ୍ ହ୍ୱାଇଟ୍ ସାର୍କ, ଟାଇଗର ସାର୍କ ଏବଂ ବୁଲ୍ ସାର୍କ ମଣିଷ ପାଇଁ ଘାତକ ହୋଇପାରେ।…