ସରକାରଙ୍କ ଐତିହାସିକ ପଦକ୍ଷେପ: ନୂଆ ଜୀବନ ପାଇବ ୬ ବିମାନବନ୍ଦର

ପାଟନା,୨୦ା୭: କେନ୍ଦ୍ର ସରକାରଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ଉଡାନ୍ ଯୋଜନା ଅଧୀନରେ ବିହାରରେ ଆଞ୍ଚଳିକ ବିମାନ ସଂଯୋଗକୁ ସୁଦୃଢ଼ କରିବା ପାଇଁ  ରାଜ୍ୟର ଛଅଟି ଛୋଟ ବିମାନବନ୍ଦର, ମଧୁବନୀ, ସହରସା, ବୀରପୁର…

ସମୁଦ୍ର ମଝିରେ ଯାତ୍ରୀବାହୀ ଜାହାଜରେ ଲାଗିଲା ଭୟଙ୍କର ନିଆଁ: ୫ ଜିଅନ୍ତା ଜଳିଗଲେ, ଅନେକ ଆହତ

ଜାକର୍ତ୍ତା,୨୦ା୭: ଇଣ୍ଡୋନେସିଆର ଉତ୍ତର ସୁଲାୱେସି ଦ୍ୱୀପ ନିକଟ ମଝି ସମୁଦ୍ରରେ ସ୍ଥାନୀୟ ସମୟ ଅନୁସାରେ ରବିବାର ଅପରାହ୍ନରେ ଏକ ବଡ଼ ଅଘଟଣ ଘଟିଛି। ସମୁଦ୍ର ମଝିରେ ଏକ ଯାତ୍ରୀବାହୀ ଜାହାଜରେ ହଠାତ୍ ନିଆଁ ଲାଗିଯିବାରୁ…

ଭାରତ-ଚୀନ୍ ସୀମାରେ ଶାନ୍ତିର ସଙ୍କେତ, କୈଳାସ ମାନସରୋବର ଯାତ୍ରାକୁ ନେଇ ଚୀନ୍ ରାଷ୍ଟ୍ରଦୂତ କହିଦେଲେ ଏହି ବଡ଼ କଥା…

ନୂଆଦିଲ୍ଲୀ/ବେଜିଂ,୨୦ା୭: ଭାରତରେ ଚୀନ୍ ରାଷ୍ଟ୍ରଦୂତ ଶୁ ଫେଇହୋଙ୍ଗ କହିଛନ୍ତି ଯେ, ଭାରତ-ଚୀନ୍ ସୀମାରେ ପରିସ୍ଥିତି ଏବେ ସ୍ଥିର ଏବଂ ଉଭୟ ଦେଶ ସୀମା ପରିଚାଳନା ଏବଂ ନିୟନ୍ତ୍ରଣ ସମ୍ବନ୍ଧୀୟ ନିୟମ ଉପରେ ଆଲୋଚନା…

ସଚିନ ତେନ୍ଦୁଲକର ନା ସୌରଭ ଗାଙ୍ଗୁଲି, କାହା ସ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଅଧିକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦ା୭: ପ୍ରଶଂସକମାନେ ସେମାନଙ୍କର ପ୍ରିୟ କିକେଟରଙ୍କ ଖେଳ ବିଷୟରେ ବେଶ୍ କିଛି ଜାଣିଥିବେ । ମାତ୍ର ତାଙ୍କର ବ୍ୟକ୍ତିଗତ ଜୀବନ ଜାଣିବା ପାଇଁ ମଧ୍ୟ ଅନେକ ପ୍ରଶଂସକ ଇଚ୍ଛା ପ୍ରକାଶ କରିଥାନ୍ତି ।…

ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ପୁଟିନ ରାଜି, ହେଲେ ରଖିଲେ ଏହି ବଡ଼ ସର୍ତ୍ତ…

ମସ୍କୋ,୨୦ା୭: ତିନି ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ପାଇଁ ରୁଷ ରବିବାର  ଏକ ବଡ଼ ପଦକ୍ଷେପ ନେଇଛି। କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସକୋଭ୍ କହିଛନ୍ତି, ରୁଷ ରାଷ୍ଟ୍ରପତି…

ଘୋଡ଼ାରୁ ଖସିପଡ଼ି ବିଜେପି ନେତ୍ରୀ ଆହତ, ସୋମବାର ହେବେ ଏୟାରଲିଫ୍ଟ

ଡାର୍ଚିନ,୨୦ା୭: କୈଳାସ ମାନସରୋବର ଯାତ୍ରା ସମୟରେ ପୂର୍ବତନ କେନ୍ଦ୍ର ରାଜ୍ୟମନ୍ତ୍ରୀ ଏବଂ ବିଜେପି ନେତ୍ରୀ ମୀନାକ୍ଷୀ ଲେଖି ଆହତ ହୋଇଛନ୍ତି। ତାଙ୍କର ପିଠିରେ ଗୁରୁତର ଆଘାତ ଲାଗିଛି । ଯାହା ଯୋଗୁ ତାଙ୍କୁ ମଝି…

ରେକର୍ଡ ସୃଷ୍ଟି କଲା ଅନିଲ ଅମ୍ବାନୀଙ୍କ କମ୍ପାନୀ, ୩ ମାସରେ ରୋଜଗାର କଲା ଏତିକି ଟଙ୍କା…

ନୂଆଦିଲ୍ଲୀ,୧୯ା୭: ପ୍ରତିଷ୍ଠିତ ଉଦ୍ୟୋଗୀ ଅନିଲ ଅମ୍ବାନୀ ଏବେ ଲଗାତର ରେକର୍ଡ ସୃଷ୍ଟି କରିଚାଲିଛନ୍ତି। ଅନ୍ୟପକ୍ଷରେ ଏହା କ୍ଷତିରୁ ଲାଭରେ ପରିଣତ ହେଉଛି। ଅନିଲ ଅମ୍ବାନୀଙ୍କ ପ୍ରିୟ କମ୍ପାନୀ ମଧ୍ୟରୁ ଗୋଟିଏ ରିଲାଏନ୍ସ…

ପାରାମାନଙ୍କ ଗୁଟୁରୁ ଗୁଁ ଶବ୍ଦ ଦେଇଥାଏ ଶୁଭ ନା ଅଶୁଭ ସଙ୍କେତ, ଜାଣନ୍ତୁ କ’ଣ କୁହନ୍ତି ଜ୍ୟୋତିର୍ବିଦ୍

ବିଶେଷକରି ପାରାମାନେ ବିଭିନ୍ନ ଶବ୍ଦ କରନ୍ତି । ମାତ୍ର ସେମାନଙ୍କର ଗୁଟୁରୁ ଗୁଁ ଶବ୍ଦ ନିଶ୍ଚିତ କାନରେ ପଡ଼ିଥିବ । ତେବେ ଏହି ଶବ୍ଦ କ’ଣ ସଙ୍କେତ ଦେଇଥାଏ ଶୁଭ ନା ଅଶୁଭ । ଜାଣନ୍ତୁ କ’ଣ କୁହନ୍ତି ଜ୍ୟୋତିର୍ବିଦ୍...…

ଏହି ଦେଶ ପାଖରେ ରହିଛି ବିଶ୍ୱର ସର୍ବବୃହତ ୟୁରାନିୟମ ଭଣ୍ଡାର, ହେଲେ ନାହିଁ ପରମାଣୁ ଅସ୍ତ୍ର

କାନବେରା,୧୯ା୭: ଆଜିକାଲି ବିଶ୍ୱର ବଡ଼ ଶକ୍ତି ଦୁଇଟି ଜିନିଷ ବିଷୟରେ ସବୁଠାରୁ ଅଧିକ ଚିନ୍ତିତ - ପରମାଣୁ ଅସ୍ତ୍ର ଏବଂ ଏହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଞ୍ଚାମାଲ ୟୁରାନିୟମ। ସାମ୍ପ୍ରତିକ ଇରାନ-ଇସ୍ରାଏଲ ବିବାଦ ଏହାର…

ଆରବ ସାଗରରେ ବୃଦ୍ଧି ପାଇବ ଭାରତର ଶକ୍ତି, ଏହି ଦ୍ୱୀପକୁ ଅଧିଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛନ୍ତି ସରକାର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୯ା୭: ଆରବ ସାଗରେ ଶକ୍ତି ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ଭାରତ । ଖାସ୍ କରି ଏଥିପାଇଁ ଲାକ୍ଷାଦ୍ୱୀପ ପ୍ରଶାସନ ପ୍ରତିରକ୍ଷା ଉଦ୍ଦେଶ୍ୟରେ 'ବିଟ୍ରା ଦ୍ୱୀପ' ଅଧିଗ୍ରହଣ କରିବାକୁ ବିଚାର କରୁଛନ୍ତି। ଏହି…