ସମସ୍ତଙ୍କୁ ଭୟଭୀତ କରି ରଖିଥିବା ନାଗ ସାପ କାହିଁକି ନେଉଳକୁ ଦେଖି ଡରିଯାଏ, ଜାଣନ୍ତୁ ଏହାର ପୂରା ରହସ୍ୟ…
ସାପ ନାଁ ଶୁଣିଲେ କିଏ ନ ଡରେ କହିଲେ? ମାତ୍ର ସମସ୍ତଙ୍କୁ ଭୟଭୀତ କରି ରଖିଥିବା ସାପ ସାମାନ୍ୟ ନେଉଳକୁ ଦେଖି ମଧ୍ୟ ଡରିଯାଏ । ସବୁବେଳେ ନେଉଳ ସହ ଲଢ଼େଇରେ ସାପ ହିଁ ହାରିଥାଏ । ଜାଣନ୍ତୁ ଏହା ପଛର ପ୍ରକୃତ କାରଣ...…