କିଶୋରମାନେ ରୋମାଣ୍ଟିକ୍ ସମ୍ପର୍କ ରଖିବାକୁ ସ୍ବାଧୀନ ହେବା ଉଚିତ: ହାଇକୋର୍ଟ
ନୂଆଦିଲ୍ଲୀ: କିଶୋର ପ୍ରେମ ସହ ଜଡିତ ଅପରାଧିକ ମାମଲାରେ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଦିଲ୍ଲୀ ହାଇକୋର୍ଟ ଏହି ମାମଲାଗୁଡ଼ିକରେ ଦଣ୍ଡ ଅପେକ୍ଷା ବିବେକପୂର୍ଣ୍ଣ ନିଷ୍ପତ୍ତିକୁ ପ୍ରାଥମିକତା…