ରୁଷ ସହିତ ବାଣିଜ୍ୟ କଲେ ୧୦୦% ଅତିରିକ୍ତ କଟକଣା: ଭାରତକୁ ଚେତାବନୀ ଦେଲେ ନାଟୋ ମୁଖ୍ୟ

ଓ୍ଵାଶିଂଟନ ଡିସି: ନାଟୋ ମହାସଚିବ ମାର୍କ ରୁଟ୍ଟେ ଭାରତ, ଚୀନ୍ ଏବଂ ବ୍ରାଜିଲକୁ କଡ଼ା ଚେତାବନୀ ଜାରି କରି କହିଛନ୍ତି ଯେ, ଯଦି ଏହି ଦେଶଗୁଡ଼ିକ ରୁଷ ସହ ବାଣିଜ୍ୟ ଜାରି ରଖନ୍ତି, ତେବେ ସେମାନଙ୍କ ଉପରେ ୧୦୦% ଦ୍ୱିତୀୟ…

୭୧ଟି ଔଷଧର ମୂଲ୍ୟ ନିର୍ଦ୍ଧାରଣ କଲେ ସରକାର, ଡାଇବେଟିସ୍ ଓ କର୍କଟ ଔଷଧ ସାମିଲ: ଜାଣନ୍ତୁ ଆପଣଙ୍କ ଚିକିତ୍ସା ଖର୍ଚ୍ଚରେ କ’ଣ ପ୍ରଭାବ ପଡ଼ିବ?

ନୂଆଦିଲ୍ଲୀ: ଦେଶର ଶୀର୍ଷ ଔଷଧ ମୂଲ୍ୟ ନିୟନ୍ତ୍ରଣ ସଂସ୍ଥା ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି (ଏନପିପିଏ) ୭୧ଟି ଔଷଧ ଫର୍ମୁଲେସନର ମୂଲ୍ୟ ନିର୍ଦ୍ଧାରଣ କରିଛି। ଏଥିରେ ଡାଇବେଟିସ୍ ଓ କର୍କଟ ଚିକିତ୍ସାରେ…

ବଲିଉଡ ହଟ୍ କପୁଲଙ୍କ ଘରକୁ ଆସିଲେ ନୂଆ ସଦସ୍ୟା, କନ୍ୟା ସନ୍ତାନକୁ ଜନ୍ମ ଦେଲେ କିଆରା ଆଡଭାନୀ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଯୋଡ଼ି କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରା ସେମାନଙ୍କର ପ୍ରଥମ ସନ୍ତାନ, ଏକ କନ୍ୟାକୁ ସ୍ୱାଗତ କରିଛନ୍ତି। ଏହି ଖୁସି ଖବର ମଙ୍ଗଳବାର, ୧୫ ଜୁଲାଇ ୨୦୨୫ରେ ମୁମ୍ବାଇର ରିଲାଏନ୍ସ…

”ମୋ ଝିଅ ଏଠି ୨ ବର୍ଷ ପାଠ ପଢ଼ିଲା ବେଳେ…”, ପୁରୁଣା ଦିନର କଥା ମାନେ ପକାଇଲେ ରାଷ୍ଟ୍ରପତି 

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଛନ୍ତି। ଏହି ଅବସରରେ ସେ ରେଭେନ୍ସାକୁ କେବଳ ଇଟା ଓ ସିମେଣ୍ଟରେ ଗଢ଼ା ଏକ…

ଗଗନଯାନ ମିଶନ ଆଡ଼କୁ ମାଇଲଖୁଣ୍ଟ: ଶୁଭାଂଶୁ ଶୁକ୍ଳାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ

ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା ଅକ୍ସିଅମ-୪ (Ax-4) ମିଶନର ପାଇଲଟ ଭାବେ ସ୍ପେସଏକ୍ସର ଡ୍ରାଗନ ମହାକାଶ ଯାନରେ ପ୍ରଶାନ୍ତ ମହାସାଗରରେ ଅବତରଣ କରି ଅନ୍ତର୍ଜାତୀୟ ମହାକାଶ…

କଟକ ଓମଫେଡ୍ କାରଖାନାରେ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ପ୍ରତିବାଦ

କଟକ: କଟକ ନିକଟସ୍ଥ ନାରାଜ ଅଞ୍ଚଳର ଅରିଲୋଠାରେ ଥିବା ଓଡ଼ିଶା ରାଜ୍ୟ ସହକାରୀ ଦୁଗ୍ଧ ଉତ୍ପାଦକ ଫେଡେରେସନ (ଓମଫେଡ୍) କାରଖାନାରେ କର୍ମଚାରୀମାନେ ତିନି ଦଫା ଦାବି ପୂରଣ ପାଇଁ କାର୍ଯ୍ୟ ବର୍ଜନ ପ୍ରତିବାଦ ଆରମ୍ଭ…

ବିହାରରେ ନିର୍ବାଚନ ଆୟୋଗର ସର୍ଭେରେ ନେପାଳ, ବାଂଲାଦେଶ ଓ ମିଆଁମାରରୁ ଆସିଥିବା ଅନେକ ଭୋଟର ଚିହ୍ନଟ

ପାଟନା: ବିହାରରେ ନିର୍ବାଚନ ଆୟୋଗ ଦ୍ୱାରା ଚାଲିଥିବା ସ୍ୱତନ୍ତ୍ର ଗହନ ସଂଶୋଧନ (ଏସଆଇଆର) ଅଭିଯାନରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଆୟୋଗର ସୂତ୍ରରୁ ଜଣାପଡ଼ିଛି ଯେ, ଘରେ ଘରେ କରାଯାଉଥିବା ସର୍ଭେରେ ନେପାଳ,…

ରେଢ଼ାଖୋଲ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା, ଦୁଃଖ ପ୍ରକାଶ କରି ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସମ୍ବଲପୁର ରେଢ଼ାଖୋଲ ଫରେଷ୍ଟ ଡିଭିଜନର ନାକଟିଦେଉଳ ଅଞ୍ଚଳର ସରପାଲି ଗାଁ ରେ ଏକ ବ୍ୟକ୍ତିଙ୍କ ହୁକ ପକା ଘଟଣା ଯୋଗୁ ଆଜି ପ୍ରତ୍ୟୁଷରେ ଗୋଟିଏ ୫ ବର୍ଷର ମାଇ ହାତୀର ମୃତ୍ୟୁ ହୋଇଛି। ଏ ଘଟଣାରେ…

ଲର୍ଡସରେ ନାଟକୀୟ ସନ୍ଧ୍ୟା: ଶୁଭମନ ଗିଲଙ୍କ ନୂଆ ରୂପ, ଜାକ୍ କ୍ରଲିଙ୍କ ସହ ମୁହାଁମୁହିଁ

ଲଣ୍ଡନ: ଇଂଲଣ୍ଡ ଓ ଭାରତ ମଧ୍ୟରେ ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ନାଟକୀୟ ଘଟଣା ଦେଖିବାକୁ ମିଳିଛି। ଭାରତୀୟ ଅଧିନାୟକ ଶୁଭମନ ଗିଲ ଏବଂ ଇଂଲଣ୍ଡର ଓପନର ଜାକ୍ କ୍ରଲିଙ୍କ…

ଧାରୁଆ ଖଣ୍ଡାରେ ହାଣି ସାମ୍ବାଦିକଙ୍କ ହତ୍ୟା, ପୋଲିସ ତଦନ୍ତ ଆରମ୍ଭ

ମାଲକାନଗିରି: ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ଗତ ରାତିରେ ଜଣେ ସ୍ଥାନୀୟ ଓ୍ଵେବ ଚ୍ୟାନେଲ ସାମ୍ବାଦିକଙ୍କୁ ଅଜଣା ଦୁର୍ବୃତ୍ତମାନେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ସାମ୍ବାଦିକଙ୍କ ନାମ ସିଏଚ ନରେଶ, ଯିଏ…