ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ହଜାର ହଜାର ଲୋକଙ୍କ ପ୍ରତିବାଦ
ୱାଶିଂଟନ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଭାଜନକାରୀ ନୀତିକୁ ବିରୋଧ କରିବା ପାଇଁ ଶନିବାର ହଜାର ହଜାର ପ୍ରଦର୍ଶନକାରୀ ପ୍ରମୁଖ ଆମେରିକାର ସହରଗୁଡ଼ିକର ରାସ୍ତାରେ ପ୍ରଦର୍ଶନ କରିଛନ୍ତି। ଟ୍ରମ୍ପ ହ୍ୱାଇଟ୍ ହାଉସକୁ…